ସମ୍‌ ହସପିଟାଲ ‌ଅଗ୍ନିକାଣ୍ଡରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର: ସମ୍‌ ହସପିଟାଲ ‌ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଶୋକବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଓଡ଼ିଶାର ରାଜ୍ୟପାଳ ଏସ.ସି. ଜମିରଙ୍କୁ ଏକ ଚିଠି ଲେଖି ଏହି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି। ଏଥିସହ ସେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କ ଚିକିତ୍ସା କ୍ଷେତ୍ରରେ ସହାୟତା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ଏହି ଘଟଣାର ରାଜ୍ୟ ସରକାର ତଦନ୍ତ କରି ଉପଯୁକ୍ତ […]

pranab-mukherjee

pranab-mukherjee

Rakesh Mallick
  • Published: Wednesday, 19 October 2016
  • Updated: 19 October 2016, 04:28 PM IST

Sports

Latest News

ଭୁବନେଶ୍ୱର: ସମ୍‌ ହସପିଟାଲ ‌ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଶୋକବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଓଡ଼ିଶାର ରାଜ୍ୟପାଳ ଏସ.ସି. ଜମିରଙ୍କୁ ଏକ ଚିଠି ଲେଖି ଏହି ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି। ଏଥିସହ ସେ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ଆହତଙ୍କ ଚିକିତ୍ସା କ୍ଷେତ୍ରରେ ସହାୟତା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ସେ କହିଛନ୍ତି। ଏହି ଘଟଣାର ରାଜ୍ୟ ସରକାର ତଦନ୍ତ କରି ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos