ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ବୃଦ୍ଧି ପ୍ରସଙ୍ଗ: ଆନ୍ଦୋଳନ ସ୍ଥଗିତ ରଖିଲା ସୁରକ୍ଷା ସମିତି

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ପୁନଃ ବୃଦ୍ଧି ପ୍ରତିବାଦରେ କୋଣାର୍କ ସୁରକ୍ଷା ସମିତି ଚାଲିଥିବା ଆନ୍ଦୋଳନ ୧୫ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ପାଇଁ ପ୍ରବେଶ ଶୁଳ୍କ ବୃଦ୍ଧି କରାଯିବ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ସୁରକ୍ଷା ସମିତି ଆନ୍ଦୋଳନକୁ ସ୍ଥଗିତ ରଖିଛି। ଆଜି ତୃତୀୟ ଦିନରେ ମଧ୍ୟ ଟିକେଟ୍ କାଉଣ୍ଟର ବନ୍ଦ କରି ସୁରକ୍ଷା ସମିତି ଆନ୍ଦୋଳନ କରିଥିଲେ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ […]

konarka

konarka

Rakesh Mallick
  • Published: Sunday, 08 May 2016
  • Updated: 08 May 2016, 03:08 PM IST

Sports

Latest News

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବେଶ ଶୁଳ୍କ ପୁନଃ ବୃଦ୍ଧି ପ୍ରତିବାଦରେ କୋଣାର୍କ ସୁରକ୍ଷା ସମିତି ଚାଲିଥିବା ଆନ୍ଦୋଳନ ୧୫ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ପାଇଁ ପ୍ରବେଶ ଶୁଳ୍କ ବୃଦ୍ଧି କରାଯିବ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ସୁରକ୍ଷା ସମିତି ଆନ୍ଦୋଳନକୁ ସ୍ଥଗିତ ରଖିଛି।

ଆଜି ତୃତୀୟ ଦିନରେ ମଧ୍ୟ ଟିକେଟ୍ କାଉଣ୍ଟର ବନ୍ଦ କରି ସୁରକ୍ଷା ସମିତି ଆନ୍ଦୋଳନ କରିଥିଲେ। କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା ୩୨ଟି ବିଶ୍ୱ ଐତିହ୍ୟ ସ୍ଥଳରେ ପ୍ରବେଶ ଶୁଳ୍କ ବୃଦ୍ଧି କରାଯାଇଛି। ଏହାଯୋଗୁଁ କୋଣାର୍କ ମନ୍ଦିରରେ ପ୍ରବେଶ ଶୁଳ୍କ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ୧୦ ଟଙ୍କାରୁ ୩୦ ଟଙ୍କାକୁ ବଢ଼ା ଯାଇଥିବା ବେଳେ ବିଦେଶୀଙ୍କ ପାଇଁ ୫ଶହ ଟଙ୍କା ସ୍ଥିର କରାଯାଇଛି। ଯାହାକୁ କୋଣାର୍କ ସୁରକ୍ଷା ସମିତି ବିରୋଧ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story