ସୂର୍ଯ୍ୟମନ୍ଦିରରେ ବର୍ଦ୍ଧିତ ପ୍ରବେଶ ଶୁଳ୍କ ପୁନଃ ଲାଗୁ ପ୍ରତିବାଦରେ ଟିକେଟ୍ କାଉଣ୍ଟରରେ ତାଲା

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରରେ ବର୍ଦ୍ଧିତ ପ୍ରବେଶ ଶୁଳ୍କ ପୁନଃ ଲାଗୁ ପ୍ରତିବାଦରେ ଆଜି ବି ଆନ୍ଦୋଳନ ଜାରି ରହିଛି। ଆଜି ସକାଳ ୫ଟାରୁ କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ସୂର୍ଯ୍ୟମନ୍ଦିର ଟିକେଟ୍ କାଉଣ୍ଟରରେ ତାଲା ପକାଇ ଦେଇଛନ୍ତି। ଏହାସହ ଟିକେଟ୍ କାଉଣ୍ଟରେ ସାମ୍ନାରେ ଧାରଣାରେ ବସି ରହିଛନ୍ତି। ଏଥିଯୋଗୁଁ  ଶତାଧିକ ସଂଖ୍ୟାରେ  ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ଦର୍ଶନ ନ କରି ପାରି ଫେରି ଯାଇଛନ୍ତି। ଗତକାଲି କୋଣାର୍କ ବନ୍ଦ ଡାକରା ଦିଆଯିବା ସହ ଟିକେଟ୍ କାଉଣ୍ଟର ବନ୍ଦ ରଖାଯାଇଥିଲା। […]

konarka

konarka

Rakesh Mallick
  • Published: Saturday, 07 May 2016
  • Updated: 07 May 2016, 09:52 AM IST

Sports

Latest News

କୋଣାର୍କ: କୋଣାର୍କ ସୂର୍ଯ୍ୟମନ୍ଦିରରେ ବର୍ଦ୍ଧିତ ପ୍ରବେଶ ଶୁଳ୍କ ପୁନଃ ଲାଗୁ ପ୍ରତିବାଦରେ ଆଜି ବି ଆନ୍ଦୋଳନ ଜାରି ରହିଛି। ଆଜି ସକାଳ ୫ଟାରୁ କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ସୂର୍ଯ୍ୟମନ୍ଦିର ଟିକେଟ୍ କାଉଣ୍ଟରରେ ତାଲା ପକାଇ ଦେଇଛନ୍ତି। ଏହାସହ ଟିକେଟ୍ କାଉଣ୍ଟରେ ସାମ୍ନାରେ ଧାରଣାରେ ବସି ରହିଛନ୍ତି। ଏଥିଯୋଗୁଁ  ଶତାଧିକ ସଂଖ୍ୟାରେ  ପର୍ଯ୍ୟଟକ ସୂର୍ଯ୍ୟମନ୍ଦିର ଦର୍ଶନ ନ କରି ପାରି ଫେରି ଯାଇଛନ୍ତି।

ଗତକାଲି କୋଣାର୍କ ବନ୍ଦ ଡାକରା ଦିଆଯିବା ସହ ଟିକେଟ୍ କାଉଣ୍ଟର ବନ୍ଦ ରଖାଯାଇଥିଲା। ଆଜି ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଟିକେଟ୍ କାଉଣ୍ଟର ବନ୍ଦ ରଖିବା ସହ  କୋଣାର୍କ  ବନ୍ଦ ଡାକରାରୁ ଓହରି ଯାଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥିବା ୩୨ଟି ବିଶ୍ୱ ଐତିହ୍ୟ ସହ ୧୧୬ଟି ଐତିହ୍ୟ ସ୍ଥଳରେ ପ୍ରବେଶ ଶୁଳ୍କ ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story