ସୁନ୍ଦରଗଡ: ମରୁଡି ପ୍ରଭାବିତ ୧୦ ଗାଁ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍

ସୁନ୍ଦରଗଡ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସି ସଦର ବ୍ଲକର ମରୁଡ଼ି ପ୍ରଭାବିତ ପ୍ରାୟ ୧୦ଟି ଗ୍ରାମ ପରିଦର୍ଶନ କରିଛନ୍ତି। ସେ ଏଠାକାର ଚାଷୀମାନଙ୍କ ସହ ଆଲୋଚନା କରିବା ସହ ଏହି ଅଞ୍ଚଳକୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଘୋଷଣା କରାଯାଇ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଦେବାକୁ ସେ ଦାବି କରିଛନ୍ତି।

juel oram

juel oram

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 01:22 PM IST

Sports

Latest News

ସୁନ୍ଦରଗଡ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସି ସଦର ବ୍ଲକର ମରୁଡ଼ି ପ୍ରଭାବିତ ପ୍ରାୟ ୧୦ଟି ଗ୍ରାମ ପରିଦର୍ଶନ କରିଛନ୍ତି। ସେ ଏଠାକାର ଚାଷୀମାନଙ୍କ ସହ ଆଲୋଚନା କରିବା ସହ ଏହି ଅଞ୍ଚଳକୁ ମରୁଡ଼ି ପ୍ରଭାବିତ ଅଞ୍ଚଳ ଘୋଷଣା କରାଯାଇ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଦେବାକୁ ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos