ଓଲଟି ଗଲା ପୋଲିଂ ପାର୍ଟି କାର୍‌, ୩ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଉସ୍ତାଲି ଘାଟିରେ ପୋଲିଂ ପାର୍ଟି କାର୍‌ ଓଲଟି ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନେ କନକତୁରା ସ୍ଥିତ ଭୋଟ୍ ଗ୍ରହଣ କେନ୍ଦ୍ରକୁ ଯିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା।