ସୁନ୍ଦରଗଡ଼: ହାତୀ ଆକ୍ରମଣରେ ମହିଳା ମୃତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଅମସଡେଗୀରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସାବିତ୍ରୀ ସା। ସାବିତ୍ରୀ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ସହ  ନିକଟ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ପତ୍ର ତୋଳି ସାରି ଘରକୁ ଫେରିବା ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଅନ୍ୟ ଦୁଇ ଜଣ ସେଠାରୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବା ବେଳେ ସାବିତ୍ରୀଙ୍କୁ ହାତୀ ପାଦରେ ଦଳି […]

death

death

Rakesh Mallick
  • Published: Monday, 08 February 2016
  • Updated: 08 February 2016, 02:37 PM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଅମସଡେଗୀରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସାବିତ୍ରୀ ସା। ସାବିତ୍ରୀ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ସହ  ନିକଟ ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିଲେ। ପତ୍ର ତୋଳି ସାରି ଘରକୁ ଫେରିବା ସମୟରେ ସେମାନେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଅନ୍ୟ ଦୁଇ ଜଣ ସେଠାରୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବା ବେଳେ ସାବିତ୍ରୀଙ୍କୁ ହାତୀ ପାଦରେ ଦଳି ଦେଇଥିଲା।

ଗତ ଶନିବାର ଝାରସୁଗୁଡ଼ା ଅଞ୍ଚଳରୁ ୩-୪ଟି ହାତୀ ଆସି ଏହି ଜଙ୍ଗଲ ମଧ୍ୟରେ ରହିଛନ୍ତି। ସରକାରୀ ନିୟମ ଅନୁଯାୟୀ ଆର୍ଥିକ ସାହାଯ୍ୟ ଯୋଗେଇ ଦିଆଯିବ ବୋଲି ଫରେଷ୍ଟର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story