ସୁନ୍ଦରଗଡ଼: ଚାକିରି ଦେବା ନାଁରେ ଠକେଇ

ସୁନ୍ଦରଗଡ଼: ସିକ୍ୟୁରିଟି ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ସୁନ୍ଦରଗଡ଼ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଟିଏମ୍‌ ଓ ମେଡ଼ିକାଲରେ ସିକ୍ୟୁରିଟି ଚାକିରି କରାଇ ଦେବାକୁ କହି ଏକ ସଂସ୍ଥା ଆଶାୟୀଙ୍କଠାରୁ ୭୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ନେଇଥିଲା। ଏପରିକି କିଛି ପିଲାଙ୍କ ଇଣ୍ଟରଭ୍ୟୁ ମଧ୍ୟ କରିଥିଲା। ଆଜି ପିଲାମାନେ ଚାକିରିରେ ଯୋଗଦେବା ପାଇଁ ସମ୍ପୃକ୍ତ ସଂସ୍ଥାକୁ ଆସିଥିବା ବେଳେ […]

sundragara

sundragara

Rakesh Mallick
  • Published: Monday, 06 February 2017
  • Updated: 06 February 2017, 07:48 PM IST

ସୁନ୍ଦରଗଡ଼: ସିକ୍ୟୁରିଟି ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ସୁନ୍ଦରଗଡ଼ ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଟିଏମ୍‌ ଓ ମେଡ଼ିକାଲରେ ସିକ୍ୟୁରିଟି ଚାକିରି କରାଇ ଦେବାକୁ କହି ଏକ ସଂସ୍ଥା ଆଶାୟୀଙ୍କଠାରୁ ୭୦୦୦ରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ନେଇଥିଲା। ଏପରିକି କିଛି ପିଲାଙ୍କ ଇଣ୍ଟରଭ୍ୟୁ ମଧ୍ୟ କରିଥିଲା। ଆଜି ପିଲାମାନେ ଚାକିରିରେ ଯୋଗଦେବା ପାଇଁ ସମ୍ପୃକ୍ତ ସଂସ୍ଥାକୁ ଆସିଥିବା ବେଳେ ଅଫିସ୍‌ରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ।

ଉକ୍ତ ସଂସ୍ଥା ୨୦୦ ଜଣ ଆଶାୟୀଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

ଟାଉନ୍‌ ଥାନା ଅଧିକାରୀ ଠାକୁରଦାସ ମୁର୍ମୁ କହିଛନ୍ତି,“ଷ୍ଟାଫ୍‌ ସିକ୍ୟୁରିଟି ସର୍ଭିସ ନାମକ ସଂସ୍ଥା ଏଟିଏମ୍‌, ମେଡ଼ିକାଲରେ ସିକ୍ୟୁରିଟି ଚାକିରି ଦେବ ବୋଲି କହି ପିଲାଙ୍କ ପିଛା ୭,୫୦୦ ଟଙ୍କା ଲେଖାଏଁ ନେଇଥିଲା। ଆଜି ପିଲାମାନେ ଚାକିରିରେ ଯୋଗଦେବାକୁ ଆସିଲା ବେଳକୁ ଅଫିସ୍‌ରେ ତାଲା ପଡ଼ିଥିଲା। ପିଲାଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story