ନିଆଁରେ ପୋଡ଼ି ହୋଇ ଆଶ୍ରମ ସ୍କୁଲ ଛାତ୍ରୀ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ତେଲେନଡିହୀ ଆଶ୍ରମ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରୀ ଜ୍ୟୋତ୍ସ୍ନା ବେଗ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସରସ୍ୱତୀ ପୂଜା ପାଇଁ ଆଜି ସକାଳେ ସ୍କୁଲ ପରିସର ସଫେଇ ହୋଇଥିଲା। ପିଲାମାନେ ଅଳିଆ ଏକତ୍ର କରି ସେଥିରେ ନିଆଁ ଲଗାଇ ଥିଲେ। ଅସାବଧାନତାରୁ ନିଆଁ ଜ୍ୟୋତ୍ସ୍ନାଙ୍କ ଡ୍ରେସ୍‌ରେ ଲାଗି ଯାଇଥିଲା। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି […]

sundergarh school

sundergarh school

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 04:25 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ତେଲେନଡିହୀ ଆଶ୍ରମ ସ୍କୁଲର ୪ର୍ଥ ଶ୍ରେଣୀ ଛାତ୍ରୀ ଜ୍ୟୋତ୍ସ୍ନା ବେଗ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସରସ୍ୱତୀ ପୂଜା ପାଇଁ ଆଜି ସକାଳେ ସ୍କୁଲ ପରିସର ସଫେଇ ହୋଇଥିଲା। ପିଲାମାନେ ଅଳିଆ ଏକତ୍ର କରି ସେଥିରେ ନିଆଁ ଲଗାଇ ଥିଲେ। ଅସାବଧାନତାରୁ ନିଆଁ ଜ୍ୟୋତ୍ସ୍ନାଙ୍କ ଡ୍ରେସ୍‌ରେ ଲାଗି ଯାଇଥିଲା। ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ।

ପ୍ରଧାନଶିକ୍ଷକ ଶଶୀ ପଟେଲ କହିଛନ୍ତି,“ସରସ୍ୱତୀ ପାଇଁ ଆଜି ସକାଳେ ପ୍ରଥମ ପିରିଅଡ୍‌ରେ ପିଲାମାନେ ଅଳିଆ ସଫେଇ କରି ସେଥିରେ ନିଆଁ ଲଗାଇଥିଲେ। ଏହି ସମୟରେ ନିଆଁ ଜ୍ୟୋତ୍ସ୍ନାଙ୍କ ଡ୍ରେସ୍‌ରେ ଲାଗି ଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story