ସୁନ୍ଦରଗଡ଼ ଘୋଡା ବେପାରର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଗଠନ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇଥିବା ଡିଲ୍‌ ଅଭିଯୋଗକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଘୋଡ଼ା ବେପାର ଅଭିଯୋଗର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,“ଜଣେ ଭୂୟାଁ ମହିଳାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରିବାକୁ ଆମେ ପ୍ରାର୍ଥୀ କରିଥିଲୁ। ତାଙ୍କୁ ହେମାନନ୍ଦ ବାବୁ ଏବଂ ଯୋଗେସ ସିଂ ସମର୍ଥନ କଲେ ନାହିଁ। ପ୍ରଫୁଲ୍ଲ ମାଝିଙ୍କର […]

bjp

bjp

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 10:35 PM IST

Sports

Latest News

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଗଠନ ପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ହୋଇଥିବା ଡିଲ୍‌ ଅଭିଯୋଗକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି। ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ଘୋଡ଼ା ବେପାର ଅଭିଯୋଗର ସିବିଆଇ ତଦନ୍ତ କରିବାକୁ ବିଜେପି ଦାବି କରିଛି।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,“ଜଣେ ଭୂୟାଁ ମହିଳାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ କରିବାକୁ ଆମେ ପ୍ରାର୍ଥୀ କରିଥିଲୁ। ତାଙ୍କୁ ହେମାନନ୍ଦ ବାବୁ ଏବଂ ଯୋଗେସ ସିଂ ସମର୍ଥନ କଲେ ନାହିଁ। ପ୍ରଫୁଲ୍ଲ ମାଝିଙ୍କର ବୋଧ ହୁଏ ସମର୍ଥନ କରିବାକୁ ଇଚ୍ଛା ଥିଲା। ଏଠାରେ କଂଗ୍ରେଦ ଓ ବିଜେଡି ମଧ୍ୟରେ ଭିତିରିଆ ଡିଲ୍‌ ହୋଇଛି।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିରୋଧି ଦଳ ନେତା ନରସିଂହ ମିଶ୍ରଙ୍କୁ ଚିଠି ଲେଖି ବିଜେଡି-କଂଗ୍ରେସର ବୁଝାମଣାକୁ ଅନୈତିକ ବୋଲି କହିଛନ୍ତି ବିଧାୟକ ପ୍ରଫୁଲ୍ଲ ମାଝି। ଏହାସହ ଏ ସମ୍ପର୍କରେ ଏଆଇସିସିକୁ ଅବଗତ କରାଇବା ପାଇଁ ସେ ଚିଠିରେ ଅନୁରୋଧ କରିଛନ୍ତି। ଘୋଡ଼ା ବେପାର ପାଇଁ ସେ ସୁନ୍ଦରଗଡ଼ ଜିଲ୍ଲା ସଭାପତିଙ୍କୁ ଦାୟୀ କରିଛନ୍ତି। ଏହା ଦଳ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଦର୍ଶାଇଛନ୍ତି।

ସେ କହିଛନ୍ତି,“ଜିଲ୍ଲାରେ ଏହି ମେଣ୍ଟକୁ ମୁଁ ସମର୍ଥନ କରୁନାହିଁ। ମୁଁ ବିରୋଧି ଦଳ ନେତାଙ୍କ ମାଧ୍ୟମରେ ଏଆଇସିସି ପାଖକୁ ଚିଠି ଲେଖିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story