‘ହେ ପ୍ରଭୁ ମୋତେ ସାପ କାମୁଡ଼ିଛି, ତୁମେ ଭଲ କରିଦିଅ’

ବାଙ୍କି(ଓଡ଼ିଶା ରିପୋର୍ଟର):ବିଜ୍ଞାନ ଯୁଗର ଅନ୍ଧ ବିଶ୍ୱାସର ନଗ୍ନ ଚିତ୍ର। ସାପକାମୁଡ଼ିବା ପରେ ଡାକ୍ତରଖାନା ନନେଇ ଶିବମନ୍ଦିର ନେଇଗଲେ। ସାପକାମୁଡ଼ାରେ ଶିକାର ହୋଇଥିବା ବ୍ୟକ୍ତି ସେଠାରେ ଏବେ ଅଧିଆ ପଡ଼ିଛନ୍ତି। ବାଙ୍କି ଡମପଡ଼ା ବ୍ଲକ ଶିମିଳିପୁର ପଞ୍ଚାୟତ ଶୁଖୁଆଖଳା ବାଳା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଆଜି ଅପରାହ୍ନ ଗୋଟାଏ ସମୟରେ କଇଁଆନାଳ ନିକଟବର୍ତ୍ତୀ ନାଳରେ ପାଣି ପଶି  ମାଛ ଧରୁଥିଲେ ଜନାର୍ଦ୍ଦନ ନାୟକ। ତେବେ ଜାଲରେ ମାଛ ଲାଗିଥିବା ଭାବି କାଢ଼ିବା ବେଳେ ଏକ ବିଷାକ୍ତ […]

876

876

Tapas Behera
  • Published: Wednesday, 18 November 2020
  • Updated: 18 November 2020, 06:45 PM IST

Sports

Latest News

ବାଙ୍କି(ଓଡ଼ିଶା ରିପୋର୍ଟର):ବିଜ୍ଞାନ ଯୁଗର ଅନ୍ଧ ବିଶ୍ୱାସର ନଗ୍ନ ଚିତ୍ର। ସାପକାମୁଡ଼ିବା ପରେ ଡାକ୍ତରଖାନା ନନେଇ ଶିବମନ୍ଦିର ନେଇଗଲେ। ସାପକାମୁଡ଼ାରେ ଶିକାର ହୋଇଥିବା ବ୍ୟକ୍ତି ସେଠାରେ ଏବେ ଅଧିଆ ପଡ଼ିଛନ୍ତି। ବାଙ୍କି ଡମପଡ଼ା ବ୍ଲକ ଶିମିଳିପୁର ପଞ୍ଚାୟତ ଶୁଖୁଆଖଳା ବାଳା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଆଜି ଅପରାହ୍ନ ଗୋଟାଏ ସମୟରେ କଇଁଆନାଳ ନିକଟବର୍ତ୍ତୀ ନାଳରେ ପାଣି ପଶି  ମାଛ ଧରୁଥିଲେ ଜନାର୍ଦ୍ଦନ ନାୟକ। ତେବେ ଜାଲରେ ମାଛ ଲାଗିଥିବା ଭାବି କାଢ଼ିବା ବେଳେ ଏକ ବିଷାକ୍ତ ଶାପ ହାତକୁ କାମୁଡ଼ି ଦେଇଥିଲା। ହେଲେ ଜନାର୍ଦ୍ଦନଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନନେଇ ଶିମିଲିପୁରରେ ଏକ ଶୈବ ପୀଠକୁ ନେଇଥଇଲେ। ସେଠାରେ ସାପ ଜନାର୍ଦ୍ଦନଙ୍କୁ  ନଳକୂଅରେ ବସାଇ ୨୮ ଗରା ପାଣି ଢାଲିଥିଲେ।  ପରେ ଠାକୁରଙ୍କ ନକିଟରେ ଝଡ଼ାଫୁଙ୍କା କରାଯିବା ସହ  ଅଧିଆପଡ଼ିଥିଲେ ଜନାର୍ଦ୍ଦନ । ତେବେ ଶେଷ ଖବର ଅନୁଯାୟୀ ଜନାର୍ଦ୍ଦନଙ୍କ ସ୍ୱାସ୍ଥ୍ୟଗତ ବିଷୟରେ ତଥ୍ୟ ଆସି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story