ସୁପ୍ରିମକୋର୍ଟ ବିଚାରପତିଙ୍କ ନାଁ ନେଇ ଲାଞ୍ଚ କାରବାର ଅଭିଯୋଗର ତଦନ୍ତ ଲାଗି ସାମ୍ବିଧାନିକ ବେଞ୍ଚ ଗଠିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତିଙ୍କ ନାଁ ନେଇ ମାମଲା ସମାଧାନ କରାଇ ଦେବା ପ୍ରତିଶ୍ରୁତି ଦେଇ ଅର୍ଥ ସଂଗ୍ରହ। ଏଭଳି ଲାଞ୍ଚ କାରବାର ଅଭିଯୋଗର ତଦନ୍ତ ଲାଗି ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ବେଞ୍ଚ ଗଠନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସିବିଆଇ ପକ୍ଷରୁ ଦାୟର ଏକ ଏଫଆଇଆରରେ ଅଣାଯାଇଥିବା ଏହି ଅଭିଯୋଗ, ଅତି ଗୁରୁତର ବୋଲି କୋର୍ଟ ମତ ଦେଇଛନ୍ତି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସି ପକ୍ଷଭୁକ୍ତ ଅଛନ୍ତି। […]

Supreme court

Supreme court

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 09:53 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ବିଚାରପତିଙ୍କ ନାଁ ନେଇ ମାମଲା ସମାଧାନ କରାଇ ଦେବା ପ୍ରତିଶ୍ରୁତି ଦେଇ ଅର୍ଥ ସଂଗ୍ରହ। ଏଭଳି ଲାଞ୍ଚ କାରବାର ଅଭିଯୋଗର ତଦନ୍ତ ଲାଗି ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ବେଞ୍ଚ ଗଠନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସିବିଆଇ ପକ୍ଷରୁ ଦାୟର ଏକ ଏଫଆଇଆରରେ ଅଣାଯାଇଥିବା ଏହି ଅଭିଯୋଗ, ଅତି ଗୁରୁତର ବୋଲି କୋର୍ଟ ମତ ଦେଇଛନ୍ତି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଆଇ.ଏମ୍. କୁଦ୍ଦୁସି ପକ୍ଷଭୁକ୍ତ ଅଛନ୍ତି। ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos