ବାରିପଦା ମେଡିକାଲ୍‌ କଲେଜରେ ଚଳିତ ବର୍ଷ ନାମ ଲେଖା ପାଇଁ ସୁପ୍ରିମ୍‌କୋର୍ଟଙ୍କ ଅନୁମତି

ଭୁବନେଶ୍ୱର: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜରେ ଚଳିତ ବର୍ଷ ନାମ ଲେଖା ପାଇଁ ମିଳିଲା ସୁପ୍ରିମକୋର୍ଟଙ୍କ ଅନୁମତି। ସୁପ୍ରିମ୍‌କୋର୍ଟଙ୍କ ମାଣ୍ଡାଟେଡ୍ ଓଭରସାଇଟ୍ କମିଟି ଦେଇଛନ୍ତି ଏହି ଅନୁମତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ହେବ। ଗତ ୬ତାରିଖରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ମାଣ୍ଡାଟେଡ୍ ଓଭରସାଇଟ୍ କମିଟିରେ ରାଜ୍ୟ ସରକାର ଅାବେଦନ କରିଥିଲେ। ଏଥିରେ ଉଭୟ କୋରାପୁଟ […]

baripada

baripada

Rakesh Mallick
  • Published: Sunday, 14 May 2017
  • Updated: 14 May 2017, 08:27 PM IST

ଭୁବନେଶ୍ୱର: ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜରେ ଚଳିତ ବର୍ଷ ନାମ ଲେଖା ପାଇଁ ମିଳିଲା ସୁପ୍ରିମକୋର୍ଟଙ୍କ ଅନୁମତି। ସୁପ୍ରିମ୍‌କୋର୍ଟଙ୍କ ମାଣ୍ଡାଟେଡ୍ ଓଭରସାଇଟ୍ କମିଟି ଦେଇଛନ୍ତି ଏହି ଅନୁମତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ରେ ନାମଲେଖା ହେବ।

ଗତ ୬ତାରିଖରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ମାଣ୍ଡାଟେଡ୍ ଓଭରସାଇଟ୍ କମିଟିରେ ରାଜ୍ୟ ସରକାର ଅାବେଦନ କରିଥିଲେ। ଏଥିରେ ଉଭୟ କୋରାପୁଟ ଓ ବାରିପଦା ମେଡିକାଲରେ ସମାନ ଭିତ୍ତିଭୂମି ଥିଲେ ବି ଏମ୍‌ସିଆଇ ବାରିପଦା ମେଡିକାଲ୍‌ କଲେଜ ଅନୁଧ୍ୟାନ ନ କରିବା ଉଦବେଗର କଥା ବୋଲି ଉଲ୍ଲେଖ ରହିଥିଲା। ନାମଲେଖା ନ ହେଲେ ମେଡିକାଲର ଭିତ୍ତିଭୂମି ଓ ନିଯୁକ୍ତି କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ଟଙ୍କା ବେକାର ଯିବ ବୋଲି ଆବେଦନରେ ଦର୍ଶାଯାଇଥିଲା।

ଗତ ଡିସେମ୍ବର ମାସରେ ଏମ୍‌ସିଆଇ ଟିମ୍ ବାରିପଦା ମେଡିକାଲ୍‌ କଲେଜର ସ୍ଥିତି ଅନୁଧ୍ୟାନ କରି ଏଥିରେ ସନ୍ତୁଷ୍ଟ ନଥିବା ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story