ସୁରଙ୍କ ମୁହଁରେ ନିରଞ୍ଜନଙ୍କ ପ୍ରଶଂସା

ଭୁବନେଶ୍ୱର: କଂଗ୍ରେସରେ ନାରଦ ଉପାଖାନ ନୂଆ ମୋଡ଼ ନେଇଛି। ନିରଞ୍ଜନ ପଟ୍ଟନାୟକଙ୍କୁ ପୂର୍ବରୁ ନାରଦ କହିଥିବା ସୁର ରାଉତରାୟ ଆଜି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏପରିକି ବଡ଼ ଭାଇ କହି ସୁର ନିରଞ୍ଜନ‌‌ଙ୍କୁ ଆଜି ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। ଆଉ ନାରଦ କହିବାର କାରଣ ଓ ଏହାର ମାନେ ବୁଝାଇଛନ୍ତି ସୁର। ସୁର କହିଛନ୍ତି,“ନାରଦଙ୍କ ପାଇଁ ଦେବତା ଓ ରାକ୍ଷସ ସମସ୍ତଙ୍କ ଦ୍ୱାର ଖୋଲା ରହୁଥିଲା। ଯୁଦ୍ଧ ବେଳେ ନାରଦ ହିଁ ସମାଧାନର ବାଟ […]

congress

congress

Rakesh Mallick
  • Published: Monday, 31 October 2016
  • Updated: 01 November 2016, 01:09 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସରେ ନାରଦ ଉପାଖାନ ନୂଆ ମୋଡ଼ ନେଇଛି। ନିରଞ୍ଜନ ପଟ୍ଟନାୟକଙ୍କୁ ପୂର୍ବରୁ ନାରଦ କହିଥିବା ସୁର ରାଉତରାୟ ଆଜି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏପରିକି ବଡ଼ ଭାଇ କହି ସୁର ନିରଞ୍ଜନ‌‌ଙ୍କୁ ଆଜି ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଥିଲା। ଆଉ ନାରଦ କହିବାର କାରଣ ଓ ଏହାର ମାନେ ବୁଝାଇଛନ୍ତି ସୁର।

ସୁର କହିଛନ୍ତି,“ନାରଦଙ୍କ ପାଇଁ ଦେବତା ଓ ରାକ୍ଷସ ସମସ୍ତଙ୍କ ଦ୍ୱାର ଖୋଲା ରହୁଥିଲା। ଯୁଦ୍ଧ ବେଳେ ନାରଦ ହିଁ ସମାଧାନର ବାଟ ଦେଖାଇଥାନ୍ତି। ନିରଞ୍ଜନଙ୍କ ଭୂମିକା କଂଗ୍ରେସ ପାଇଁ ବଢିଆ। ସେ ମୋ ଭଡ ଭାଇ। ମୁଁ ତାଙ୍କୁ ଅନ୍ତରରୁ ଭଲ ପାଏ। ସେ ଜଣେ ଉଚ୍ଚ ଶିକ୍ଷିତ ଲୋକ। ସେଥିପାଇଁ ମୁଁ ତାଙ୍କୁ ନାରଦ କହିଛି।”

ଅନ୍ୟପକ୍ଷରେ ନାରଦ ଉପାଧିକୁ ଗ୍ରହଣ କରି କଂଗ୍ରେସରେ ଅଘଟଣ ଦୂର ପାଇଁ ପ୍ରୟାସ କରିବି ବୋଲି ନିରଞ୍ଜନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos