ରାଜନୀତିକୁ ଆସିବା ପାଇଁ ଇସାରା ଦେଲେ ସୁରଙ୍କ ପୁଅ, ଉଠାଇଲେ ମନ୍ଦିର ବନାମ ଉନ୍ନତି କଥା

ଭୁବନେଶ୍ୱର: ବାପା ପିଲାଦିନଠୁ ରାଜନୀତିରେ ନ ଯିବା ପାଇଁ ମନା କରୁଥିଲେ। ରାଜନୀତିରେ ବହୁତ ପରିଶ୍ରମ କରିବାକୁ ପଡ଼ିବ,ସେଥିପାଇଁ ତୁମେ ଆଗେ କ୍ୟାରିୟର ଦେଖ ବୋଲି ଉପଦେଶ ଦେଉଥିଲେ। ଏବେ ବାପାଙ୍କ ବୟସ ହୋଇଗଲାଣି। ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତ୍ତନ କରିବାର ଅଛି, ତୁମେ ଆସ। ଆମେ ନିଶ୍ଚୟ ଆସିବୁ। ଆଜି ଏହି କଥା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବୁଡ ପୁଅ ସିଦ୍ଧାର୍ଥ ରାଉତରାୟ। ସୁଦୂର ଆମେରିକାରୁ ପ୍ରାୟ ଦଶ ବର୍ଷ […]

b-098

b-098

Tapaswini Nayak
  • Published: Saturday, 28 December 2019
  • Updated: 28 December 2019, 06:44 PM IST

Sports

Latest News

ଭୁବନେଶ୍ୱର: ବାପା ପିଲାଦିନଠୁ ରାଜନୀତିରେ ନ ଯିବା ପାଇଁ ମନା କରୁଥିଲେ। ରାଜନୀତିରେ ବହୁତ ପରିଶ୍ରମ କରିବାକୁ ପଡ଼ିବ,ସେଥିପାଇଁ ତୁମେ ଆଗେ କ୍ୟାରିୟର ଦେଖ ବୋଲି ଉପଦେଶ ଦେଉଥିଲେ। ଏବେ ବାପାଙ୍କ ବୟସ ହୋଇଗଲାଣି। ଯଦି ବାପା ଆମକୁ କହିବେ, ଓଡ଼ିଶାକୁ ପରିବର୍ତ୍ତନ କରିବାର ଅଛି, ତୁମେ ଆସ। ଆମେ ନିଶ୍ଚୟ ଆସିବୁ। ଆଜି ଏହି କଥା କହିଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ବୁଡ ପୁଅ ସିଦ୍ଧାର୍ଥ ରାଉତରାୟ।

ସୁଦୂର ଆମେରିକାରୁ ପ୍ରାୟ ଦଶ ବର୍ଷ ପରେ ଆସିଛନ୍ତି ଜଟଣି ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ। କଂଗ୍ରେସର ୧୩୪ ତମ ପ୍ରତିଷ୍ଠା ଦିବସ ପାଳନ ବେଳେ  ସିଦ୍ଧାର୍ଥଙ୍କୁ ଦେଖିବାକୁ ମିଳିଥିଲା। ସେ ତାଙ୍କର ଦୁଇ ଝିଅଙ୍କ ସହିତ କଂଗ୍ରେସ ଅଫିସ୍‌ ଆସିଥିଲେ।

ସିଦ୍ଧାର୍ଥ ଆମେରିକାରେ ରୁହନ୍ତି। ସେଠାରେ ଗୋଟେ ବଡ଼ କମ୍ପାନୀର ନିର୍ଦ୍ଦେଶକ ଭାବରେ ବି କାମ କରନ୍ତି। ତେଣୁ ତାଙ୍କର କୌଣସି ଅସୁବିଧା ନାହିଁ। ତେବେ ହଠାତ୍‌ ତାଙ୍କ କଂଗ୍ରେସର ପ୍ରତିଷ୍ଠା ଦିବସରେ କାହିଁକି ଆସିଲେ ସିଦ୍ଧାର୍ଥ।

ସେ ଆହୁରି କହିଛନ୍ତି, ଦୁନିଆ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଡକୁ ଯାଉଛି। କିନ୍ତୁ ଆମେ ଯାଉଛୁ ମନ୍ଦିର ତିଆରି କରିବା ପାଇଁ। ମନ୍ଦିର ତିଆରି କଲେ କ’ଣ ଚାକିରି ମିଳିବ।

ସେ କହିଛନ୍ତି,“ ଦିନକୁ ଦିନ ଆମେ ପଛକୁ ପଛ ଯାଉଛୁ। ଆମେ ଦେଶ ଉପରେ ଋଣ ବଢ଼ିବା ସହ ଏହାସହ ବେକାରୀ ସମସ୍ୟା ମଧ୍ୟ ବଢ଼ି ଚାଲିଛି।”

କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଥମ ଥର ପାଇଁ କଂଗ୍ରେସ ଭବନରେ ସୁର ରାଉତରାୟଙ୍କ ବୁଡ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବରୁ ବିଧାନସଭା ନିର୍ବାଚନ ବେଳେ ଏହା ସୁର ରାଉତରାୟଙ୍କ ଶେଷ ଲଢେଇ ବୋଲି କହିଥିଲେ। ଏହାପରେ ସେ ଆଉ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ।

କଥା ହେଉଛି, ପୂର୍ବରୁ ବିଧାନସଭା ନିର୍ବାଚନ ବେଳେ ଏହା ମୋର ଶେଷ ଲଢ଼େଇ ବୋଲି କହିଥିଲେ ଜଟଣୀ ବିଧାୟକ ସୁର ରାଉତରାୟ। ଏହାପରେ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ ସୁର। ତେବେ ସୁରଙ୍କ ପରେ ତାଙ୍କ ପରିବାରରୁ କିଏ ନିର୍ବାଚନ ମୈଦାନକୁ ଆସିବ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ପାର୍ଟି ଅଫିସ୍‌କୁ ସିଦ୍ଧାର୍ଥଙ୍କ ଆଗମନକୁ ନେଇ ନାନା ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story