ଆସନ୍ତାକାଲି ଓଡିଶା ଗସ୍ତରେ ରେଳମନ୍ତ୍ରୀ ସୁରେଶ ପ୍ରଭୁ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏହି ଗସ୍ତ ଅବସରରେ ସେ ଖୋର୍ଦ୍ଧା ରୋଡ୍‌-ରାଜସୁନାଖଳା ପାସେଞ୍ଜର ଟ୍ରେନ ଓ ରାଉରକେଲା-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସର ଗୁଣୁପୁର ଯାଏଁ ସମ୍ପ୍ରସାରଣକୁ ଉଦ୍‌ଘାଟନ କରିବେ। ଏଥିସହ ରେଳମନ୍ତ୍ରୀ ଆହୁରି କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଖୋର୍ଦ୍ଧାରୋଡ୍‌ ବାଇପାସ୍‌, ମେମୁ ୟୁନିଟ୍‌ ରକ୍ଷଣାବେକ୍ଷଣ ସୁବିଧା, ରାଉରକେଲା-ବନ୍ଧୁମୁଣ୍ଡା ଚତୁର୍ଥ ଲାଇନ, ଜଗତପୁର ଠାରେ ପ୍ରଶିକ୍ଷଣ କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଭୁ।

suresh

suresh

Rakesh Mallick
  • Published: Sunday, 19 March 2017
  • Updated: 19 March 2017, 08:13 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା ଆସୁଛନ୍ତି ରେଳମନ୍ତ୍ରୀ ସୁରେଶ ପ୍ରଭୁ। ଏହି ଗସ୍ତ ଅବସରରେ ସେ ଖୋର୍ଦ୍ଧା ରୋଡ୍‌-ରାଜସୁନାଖଳା ପାସେଞ୍ଜର ଟ୍ରେନ ଓ ରାଉରକେଲା-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସର ଗୁଣୁପୁର ଯାଏଁ ସମ୍ପ୍ରସାରଣକୁ ଉଦ୍‌ଘାଟନ କରିବେ। ଏଥିସହ ରେଳମନ୍ତ୍ରୀ ଆହୁରି କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

ଖୋର୍ଦ୍ଧାରୋଡ୍‌ ବାଇପାସ୍‌, ମେମୁ ୟୁନିଟ୍‌ ରକ୍ଷଣାବେକ୍ଷଣ ସୁବିଧା, ରାଉରକେଲା-ବନ୍ଧୁମୁଣ୍ଡା ଚତୁର୍ଥ ଲାଇନ, ଜଗତପୁର ଠାରେ ପ୍ରଶିକ୍ଷଣ କେନ୍ଦ୍ର ଆଦିର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଭୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story