ସୁଶାନ୍ତ କୁମାର ଦାସ ମାଧ୍ୟମିକ ଶିକ୍ଷା ପରିଷଦର ନୂଆ ସଭାପତି

କଟକ: ପ୍ରଫେସର ଦକ୍ଷ ପ୍ରସାଦ ନନ୍ଦଙ୍କୁ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯିବା ପରେ ମାଧ୍ୟମିକ ଶିକ୍ଷା ପରିଷଦର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ସୁଶାନ୍ତ କୁମାର ଦାସ। ଦାୟିତ୍ୱ ନେବା ପୂର୍ବରୁ ଦାସ ଆଜି କହିଛନ୍ତି,“ବୋର୍ଡର ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ସରଳ କରିବି। ଛାତ୍ର ଛାତ୍ରୀମାନେ କିଭଳି ନିଭୁର୍ଲ ପରୀକ୍ଷା ଫଳ ପାଇ ପାରିବେ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବି।” ସେ ଆହୁରି ମଧ୍ୟ କହିଛନ୍ତି,“ସମସ୍ତଙ୍କ […]

sushanta-das-apponted-as-new-president-of-bse-odisha

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 10:15 PM IST

Sports

Latest News

କଟକ: ପ୍ରଫେସର ଦକ୍ଷ ପ୍ରସାଦ ନନ୍ଦଙ୍କୁ ଧନ୍ଦାମୂଳକ ଶିକ୍ଷା ନିର୍ଦ୍ଦେଶକ ଭାବେ ବଦଳି କରାଯିବା ପରେ ମାଧ୍ୟମିକ ଶିକ୍ଷା ପରିଷଦର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ସୁଶାନ୍ତ କୁମାର ଦାସ।

ଦାୟିତ୍ୱ ନେବା ପୂର୍ବରୁ ଦାସ ଆଜି କହିଛନ୍ତି,“ବୋର୍ଡର ପରୀକ୍ଷା ପରିଚାଳନା ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ସରଳ କରିବି। ଛାତ୍ର ଛାତ୍ରୀମାନେ କିଭଳି ନିଭୁର୍ଲ ପରୀକ୍ଷା ଫଳ ପାଇ ପାରିବେ ସେଥିପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବି।”

ସେ ଆହୁରି ମଧ୍ୟ କହିଛନ୍ତି,“ସମସ୍ତଙ୍କ ସହଯୋଗରେ ପରୀକ୍ଷା ପରିଚାଳନା କରିବା ପ୍ରତି ମଧ୍ୟ ମୁଁ ଗୁରୁତ୍ୱ ଦେବି। ଏହାସହ ପୂର୍ବରୁ ବୋର୍ଡ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପକୁ ତ୍ୱାରାନ୍ୱିତ କରିବି। ଏହା ସହିତ ବୋର୍ଡକୁ କେବଳ ପରୀକ୍ଷା ପରିଚାଳନାରେ ସିମିତ ନ ରଖି ସମଗ୍ର ପାଠ୍ୟ ବ୍ୟବସ୍ଥାରେ କିପରି ସଂସ୍କାର ଆଣି ହେବ ସେନେଇ ଚେଷ୍ଟା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story