ଚୋରି ଗାଡ଼ିରେ ପୁରୀ ଯାଇଥିଲେ ଥାନା ବାବୁ

ଯାଜପୁର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ ନିୟମ ଭାଙ୍ଗି ନିଲମ୍ବିତ ହୋଇଥିବା ବଡ଼ଚଣା ଆଇଆଇସି ଦୀପକ ଜେନାଙ୍କ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନିଲମ୍ବିତ ଆଇଆଇସି ଏକ ଚୋରି ଗାଡ଼ିରେ ପୁରୀ ଯାଇଥିବା ଜଣାପଡ଼ିଛି। ଦୀପକ ପୁରୀ ଯିବା ପାଇଁ ବ୍ୟବହାର କରିଥିବା ସ୍କର୍ପିଓଟି ଗତ ମାସ ୨୦ ତାରିଖରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ମାଲିକ ସୁକାନ୍ତ ଦଳେଇଙ୍କଠାରୁ କିଛି ଦୁର୍ବୃତ୍ତ ଗାଡ଼ି ଛଡ଼ାଇ ନେଇଥିବା ସେ ବଡ଼ଚଣା ଥାନାରେ ମାର୍ଚ୍ଚ ୨୧ ତାରିଖରେ ଏତଲା […]

9999999999999999999999

9999999999999999999999

Tapaswini Nayak
  • Published: Monday, 20 April 2020
  • Updated: 20 April 2020, 02:18 PM IST

Sports

Latest News

ଯାଜପୁର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ ନିୟମ ଭାଙ୍ଗି ନିଲମ୍ବିତ ହୋଇଥିବା ବଡ଼ଚଣା ଆଇଆଇସି ଦୀପକ ଜେନାଙ୍କ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନିଲମ୍ବିତ ଆଇଆଇସି ଏକ ଚୋରି ଗାଡ଼ିରେ ପୁରୀ ଯାଇଥିବା ଜଣାପଡ଼ିଛି।

ଦୀପକ ପୁରୀ ଯିବା ପାଇଁ ବ୍ୟବହାର କରିଥିବା ସ୍କର୍ପିଓଟି ଗତ ମାସ ୨୦ ତାରିଖରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ମାଲିକ ସୁକାନ୍ତ ଦଳେଇଙ୍କଠାରୁ କିଛି ଦୁର୍ବୃତ୍ତ ଗାଡ଼ି ଛଡ଼ାଇ ନେଇଥିବା ସେ ବଡ଼ଚଣା ଥାନାରେ ମାର୍ଚ୍ଚ ୨୧ ତାରିଖରେ ଏତଲା ଦେଇଥିଲେ। କାଲି ଗାଡ଼ିଟି ପୁରୀରେ ଧରାପଡ଼ିବା ପରେ ଏହି ଗୁମର ଖୋଲିଛି।

ଚୋରି ଗାଡ଼ିରେ ନିଲମ୍ବିତ ଆଇଆଇସି ପୁରୀ ଯିବା ନେଇ ଆଉ ଏକ ମାମଲା ହେବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଲକ୍‌ଡାଉନ ନିୟମ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଯାଇଥିବାରୁ ଆଇଆଇସି ଦୀପକ ଜେନାଙ୍କୁ ଆଜି ପୁଲିସ ଡିଜି ନିଲମ୍ବିତ କରିଛନ୍ତି।

ଲକ୍‌ଡାଉନ ବେଳେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବା ବେଳେ ଗତକାଲି ଆଇଆଇସି ଦୀପକ କୁମାର ଜେନା ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।

ଡ୍ୟୁଟିରେ ଥିବା ହାବିଲଦାରଙ୍କ ବାରଣ ସତ୍ତ୍ୱେ ପୂରା ପରିବାର ସହ ଦକ୍ଷିଣ ଦ୍ୱାର ଦେଇ ସେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story