ୟୁନିୟନ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ନିଷ୍ପତ୍ତି ବାତିଲ

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପୁଣି ସସ୍‌ପେନ୍ସ ଦେଖାଦେଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଷ୍ପତ୍ତି ରଦ୍ଦ ହୋଇଛି। ଗତ ୧୮ ତାରିଖରେ ହୋଇଥିବା ଟେଣ୍ଡରକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ଏନେଇ ଟେଣ୍ଡରରେ ଭାଗ ନେଇଥିବା ସବୁ ବ୍ୟାଙ୍କକୁ ଅବଗତ କରାଯାଇଛି। ବ୍ୟାଙ୍କକୁ ଚିଠି କରି ଅବଗତ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ। ଏହାସହ ପୁରୁଣା ଟେଣ୍ଡର ବାତିଲ ସହ ପୁନଃ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଛି। ଆସନ୍ତା […]

puri-1-1-4

puri-1-1-4

Tapaswini Nayak
  • Published: Tuesday, 24 March 2020
  • Updated: 24 March 2020, 03:34 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପୁଣି ସସ୍‌ପେନ୍ସ ଦେଖାଦେଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଷ୍ପତ୍ତି ରଦ୍ଦ ହୋଇଛି। ଗତ ୧୮ ତାରିଖରେ ହୋଇଥିବା ଟେଣ୍ଡରକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ଏନେଇ ଟେଣ୍ଡରରେ ଭାଗ ନେଇଥିବା ସବୁ ବ୍ୟାଙ୍କକୁ ଅବଗତ କରାଯାଇଛି। ବ୍ୟାଙ୍କକୁ ଚିଠି କରି ଅବଗତ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ।

ଏହାସହ ପୁରୁଣା ଟେଣ୍ଡର ବାତିଲ ସହ ପୁନଃ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଛି। ଆସନ୍ତା ୨୬ ତାରିଖ ଦିନ ୧୧ଟା ସୁଦ୍ଧା ଟେଣ୍ଡର ପକାଇବାକୁ ଆହ୍ୱାନ କରାଯାଇଛି। ୩ ବର୍ଷ ପାଇଁ ଟେଣ୍ଡର ନ କରି ବର୍ଷିକିଆ ସ୍ଥାୟୀ ଜମା ପାଇଁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି।

ଏହା ପୂର୍ବରୁ ଜଗନ୍ନାଥଙ୍କ ଟଙ୍କା ନେଇ ଗତ ୧୮ ତାରିଖରେ ଟେଣ୍ଡର ହୋଇଥିଲା। ୟୁନିୟନ ବ୍ୟାଙ୍କ ସର୍ବାଧିକ ବିଡ୍ ଦେଇଥିଲା। ୫ ଦଶମିକ ୭୫ ପ୍ରତିଶତ ସୁଧ ଅଫର୍ ଦେଇ ବିଡ୍ ଜିତିଥିଲା ୟୁନିୟନ ବ୍ୟାଙ୍କ। ତେବେ ଟେଣ୍ଡର ବାତିଲ ନେଇ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story