ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନକୁ ଗଞ୍ଜାମ ଟାଇଗରଙ୍କ ବେଖାତିର୍‌, ଦେଖନ୍ତୁ ଦୃଶ୍ୟ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): “ଦରୱାଜା ବନ୍ଦ କରୋ ଦରୱାଜା ବନ୍ଦ …ଦରୱାଜା ବନ୍ଦ ତୋ ବିମାରୀ ବନ୍ଦ”।  ସ୍ୱଚ୍ଛ ଭାରତ ମିଶନକୁ ନେଇ ତିଆରି ହୋଇଥିବା ଏକ ବିଜ୍ଞାପନରେ ଅମିତାଭ ବଚ୍ଚନଙ୍କ କଣ୍ଠରେ ଏହି ଗୀତ ଖୁବ୍ ମନଛୁଆଁ ଆଉ କଉତୁକିଆ।  ଏଥିରେ ଅମିତାଭ ବଚ୍ଚନଙ୍କ ଅଭିନୟ ବି ବେଶ ମନଛୁଆଁ। ଟେଲିଭିନ ପରଦାରେ ଏହି ବିଜ୍ଞାପନକୁ ଆପଣ ବାରମ୍ବାର ଦେଖୁଥିବେ। ଏହାର ଉଦ୍ଦେଶ୍ୟ ହେଉଛି ପାଇଖାନାରେ ଶୌଚ କରିବା ଏବଂ ଆଖପାଖ ପରିବେଶକୁ ସ୍ୱଚ୍ଛ ଓ  ନିର୍ମଳ […]

minister-1

minister-1

Rakesh Mallick
  • Published: Tuesday, 02 January 2018
  • Updated: 03 January 2018, 03:08 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): “ଦରୱାଜା ବନ୍ଦ କରୋ ଦରୱାଜା ବନ୍ଦ ...ଦରୱାଜା ବନ୍ଦ ତୋ ବିମାରୀ ବନ୍ଦ”।  ସ୍ୱଚ୍ଛ ଭାରତ ମିଶନକୁ ନେଇ ତିଆରି ହୋଇଥିବା ଏକ ବିଜ୍ଞାପନରେ ଅମିତାଭ ବଚ୍ଚନଙ୍କ କଣ୍ଠରେ ଏହି ଗୀତ ଖୁବ୍ ମନଛୁଆଁ ଆଉ କଉତୁକିଆ।  ଏଥିରେ ଅମିତାଭ ବଚ୍ଚନଙ୍କ ଅଭିନୟ ବି ବେଶ ମନଛୁଆଁ। ଟେଲିଭିନ ପରଦାରେ ଏହି ବିଜ୍ଞାପନକୁ ଆପଣ ବାରମ୍ବାର ଦେଖୁଥିବେ। ଏହାର ଉଦ୍ଦେଶ୍ୟ ହେଉଛି ପାଇଖାନାରେ ଶୌଚ କରିବା ଏବଂ ଆଖପାଖ ପରିବେଶକୁ ସ୍ୱଚ୍ଛ ଓ  ନିର୍ମଳ ରଖିବା।   କେନ୍ଦ୍ରରେ ମୋଦି ସରକାର ଆସିବା ପରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ।  ଏଥିପାଇଁ କୋଟି କୋଟି ଟଙ୍କା ବି ଖର୍ଚ୍ଚ ହେଉଛି। ଉପରୋକ୍ତ ବିଜ୍ଞାପନରେ ଅମିତାଭ ବଚ୍ଚନ ନିପଟ ମଫସରଲର ଲୋକଙ୍କୁ ସ୍ୱଚ୍ଛ ଭାରତ ସମ୍ପର୍କରେ ସଚେତନ କରୁଛନ୍ତି।

ହେଲେ ମୋଦି ସରକାର ଯେତେ ଯାହା କଲେ ବି ଓଡ଼ିଶାରେ ବିଜେଡି ସରକାରଙ୍କ ନେତାଙ୍କ ଆଦୌ ଫରକ ପଡ଼ୁନି।  ବିଶେଷ କରି ଗଞ୍ଜାମର ଟାଇଗର କୁହାଯାଉଥିବା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କର ଏଥିପ୍ରତି ଆଦୌ ଖାତିର ନ ଥିବା ତାହା ଏକ ସଦ୍ୟ ଚିତ୍ରରୁ ବାରି ହେଉଛି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମନ୍ତ୍ରୀ ମହାଶୟ ରାସ୍ତା କଡରେ ନିଜ ଗାଡି ଠାରୁ ଅଳ୍ପଦୂରରେ ପରିସ୍ରା କରୁଥିବା ଦୃଶ୍ୟମାନ ହେଉଛି। ଜଣେ ସଚେତନ ନାଗରିକ ଓ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀ ହୋଇ ସେ ଏ ଦିଗରେ କେତେ ସଚେତନ ତାହା ତାଙ୍କ ଆଚରଣରୁ ହିଁ ସ୍ପଷ୍ଟ ହେଉଛି।

[caption id="attachment_197365" align="aligncenter" width="700"]କେନ୍ଦ୍ର ମନ୍ତ୍ରୀ ପରିସ୍ରା କରୁଥିବାର ଦୃଶ୍ୟ କେନ୍ଦ୍ର ମନ୍ତ୍ରୀ ପରିସ୍ରା କରୁଥିବାର ଦୃଶ୍ୟ[/caption]

ଅବଶ୍ୟ କିଛି ମାସ ପୂର୍ବେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର କୃଷି ମନ୍ତ୍ରୀ ରାଧାମୋହନ ସିଂ ସର୍ବସାଧାରଣ ସ୍ଥାନରେ ପରିସ୍ରା କରୁଥିବାର ଦୃଶ୍ୟ  କ୍ୟାମେରାରେ ଧରାପଡ଼ିଥିଲା। ସେତେବେଳେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ନିଜ ନିର୍ବାଚନମଣ୍ଡଳୀ ବିହାରର ପୂର୍ବ ଚମ୍ପରଣରେ ରାଧାମୋହନ ସିଂ କୌଣସି ଏକ କାନ୍ଥକୁ ଆଉଜି  ପରିସ୍ରା କରୁଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇ ଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story