ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଘୋଷିତ: ତାଲିକାର ୨୪ ତମ ସ୍ଥାନରେ ଭୁବନେଶ୍ୱର

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାରର ଫଳାଫଳ ସୋମବାର ପ୍ରକାଶ ପାଇଛି। ଏହି ତାଲିକାକୁ ପ୍ରକାଶ କରିଛନ୍ତି କେନ୍ଦ୍ର ସହରାଞ୍ଚଳ ବିକାଶମନ୍ତ୍ରୀ ଭେଙ୍କେୟା ନାୟିଡୁ। ଏହି ତାଲିକାରେ ଥିବା ୭୩ଟି ସହର ମଧ୍ୟରୁ ୨୪ତମ ସ୍ଥାନରେ ରହିଛି  ଓଡ଼ିଶାର ରାଜଧାନୀ ଭୁବନେଶ୍ୱର। ଆଉ ୫୯ତମ ସ୍ଥାନରେ ରହିଛି କଟକ। ତାଲିକାର ପ୍ରଥମ ସ୍ଥାନରେ ରହିଛି ମହିଶୂର। ଦ୍ୱିତୀୟ ସ୍ଥାନରେ ଚଣ୍ଡିଗଡ଼ ଓ ତୃତୀୟ ସ୍ଥାନରେ ତିରୁଚିରାପଲ୍ଲୀ ରହିଥିବା ବେଳେ ଚତୁର୍ଥରେ ଦିଲ୍ଲୀ, ପଞ୍ଚମରେ ବିଶାଖାପାଟଣା, ଷଷ୍ଠରେ ସୁରତ୍, ସପ୍ତମରେ […]

bbsr

bbsr

Rakesh Mallick
  • Published: Monday, 15 February 2016
  • Updated: 15 February 2016, 01:50 PM IST

Sports

Latest News

ନୂଆଦିଲ୍ଲୀ: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାରର ଫଳାଫଳ ସୋମବାର ପ୍ରକାଶ ପାଇଛି। ଏହି ତାଲିକାକୁ ପ୍ରକାଶ କରିଛନ୍ତି କେନ୍ଦ୍ର ସହରାଞ୍ଚଳ ବିକାଶମନ୍ତ୍ରୀ ଭେଙ୍କେୟା ନାୟିଡୁ। ଏହି ତାଲିକାରେ ଥିବା ୭୩ଟି ସହର ମଧ୍ୟରୁ ୨୪ତମ ସ୍ଥାନରେ ରହିଛି  ଓଡ଼ିଶାର ରାଜଧାନୀ ଭୁବନେଶ୍ୱର। ଆଉ ୫୯ତମ ସ୍ଥାନରେ ରହିଛି କଟକ। ତାଲିକାର ପ୍ରଥମ ସ୍ଥାନରେ ରହିଛି ମହିଶୂର। ଦ୍ୱିତୀୟ ସ୍ଥାନରେ ଚଣ୍ଡିଗଡ଼ ଓ ତୃତୀୟ ସ୍ଥାନରେ ତିରୁଚିରାପଲ୍ଲୀ ରହିଥିବା ବେଳେ ଚତୁର୍ଥରେ ଦିଲ୍ଲୀ, ପଞ୍ଚମରେ ବିଶାଖାପାଟଣା, ଷଷ୍ଠରେ ସୁରତ୍, ସପ୍ତମରେ ରାଜକୋଟ ଓ ଅଷ୍ଟମରେ ଗାଙ୍ଗଟକ୍ ସହର ରହିଛି। ସେହିପରି ୭୩ ନମ୍ବର ସ୍ଥାନରେ ରହିଛି ଧାନବାଦ। ଦେଶର ଏପରି ୭୩ଟି ସହରକୁ ନେଇ ଏହି ସର୍ଭେକ୍ଷଣ କରାଯାଇଥିଲେ ଯେଉଁଠାରେ ୧୦ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନର ପ୍ରଭାବ ଏହି ସହରଗୁଡ଼ିକ ଉପରେ ପରିଲକ୍ଷିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story