ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ପୋଲିସ ପଦକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ଅବସରରେ ଆଜି ପୋଲିସ ପଦକ ପ୍ରଦାନ କରିଛନ୍ତି। ସାହସିକତା ପାଇଁ ପୋଲିସ ବିଭାଗର ୧୬ ଜଣଙ୍କୁ ମେଡାଲ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୩ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ଓ ପ୍ରଶଂସନୀୟ ସେବା ପାଇଁ ୨୨ ଜଣଙ୍କୁ ମେଡାଲ ପ୍ରଦାନ କରାଯାଇଛି। ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର, ସିଆରପିଏଫ୍‌ ଦ୍ୱିତୀୟ କମାଣ୍ଡାଣ୍ଟ ସନ୍ତୋଷ କୁମାର ମଲ୍ଲ, କୋରାପୁଟର ହାବିଲଦାର ଜିତେନ୍ଦ୍ର କୁମାର ଦାଶ, କନଷ୍ଟେବଳ ଆଦିତ୍ୟ ରଞ୍ଜନ […]

cm-police-medal

cm-police-medal

Rakesh Mallick
  • Published: Monday, 15 August 2016
  • Updated: 15 August 2016, 03:11 PM IST

Sports

Latest News

cm-police-medalଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସ ଅବସରରେ ଆଜି ପୋଲିସ ପଦକ ପ୍ରଦାନ କରିଛନ୍ତି। ସାହସିକତା ପାଇଁ ପୋଲିସ ବିଭାଗର ୧୬ ଜଣଙ୍କୁ ମେଡାଲ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ ୩ ଜଣ ବରିଷ୍ଠ ଆଇପିଏସ୍‌ଙ୍କୁ ଓ ପ୍ରଶଂସନୀୟ ସେବା ପାଇଁ ୨୨ ଜଣଙ୍କୁ ମେଡାଲ ପ୍ରଦାନ କରାଯାଇଛି।

ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର, ସିଆରପିଏଫ୍‌ ଦ୍ୱିତୀୟ କମାଣ୍ଡାଣ୍ଟ ସନ୍ତୋଷ କୁମାର ମଲ୍ଲ, କୋରାପୁଟର ହାବିଲଦାର ଜିତେନ୍ଦ୍ର କୁମାର ଦାଶ, କନଷ୍ଟେବଳ ଆଦିତ୍ୟ ରଞ୍ଜନ ଦାଶ, ଏସ୍‌ଓଜି ଇନ୍ସପେକ୍ଟର ନିରଞ୍ଜନ ପଟ୍ଟା ପ୍ରମୁଖ ସାହସିକତା ପାଇଁ ପୋଲିସ ମେଡାଲ ପାଇଛନ୍ତି।

ଉଲ୍ଲେଖନୀୟ ସେବା ପାଇଁ ଅତିରିକ୍ତ ଡିଜିପି ଏମ୍‌.କେ. ଛାବ୍ରା, ଅତିରିକ୍ତ ଡିଜି (ପର୍ସୋନାଲ) କଟକ ଡ. ଦେବାଶିଷ ପାଣିଗ୍ରାହୀ ଏବଂ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଲଳିତ ଦାସଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି।

ପ୍ରଶଂସନୀୟ ସେବା ପାଇଁ  ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ଅମିତାଭ ଠାକୁର, ଉତ୍ତରାଞ୍ଚଳ ଡିଆଇଜି ପ୍ରତୀକ ମହାନ୍ତି, ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଯତୀନ୍ଦ୍ର କୋୟଲ, ଖୋର୍ଦ୍ଧା ଏସ୍‌ପି ମନୋରଞ୍ଜନ ମହାନ୍ତି, ବରଗଡ଼ ଏସ୍‌ପି ଯଶୋବନ୍ତ ସେନାପତି,  କେନ୍ଦ୍ରାଞ୍ଚଳ ଅତିରିକ୍ତ ଏସ୍‌ପି ରାଜ କିଶୋର ଦୋରା ପ୍ରମୁଖ ପୋଲିସ ମେଡାଲ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story