ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବ: ବିଶ୍ୱ ଭାତୃତ୍ୱ ଓ ସଂହତି ଉପରେ ସାଧୁଙ୍କ ଗୁରୁତ୍ୱ

ପୁରୀ: ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବରେ ପୁରୀରେ ଆଧ୍ୟାତ୍ମିକ ଗୁରୁ ଓ ସାଧୁସନ୍ଥଙ୍କ ମହାମେଳି ହୋଇଛି। ମହୋତ୍ସବର ଦ୍ୱିତୀୟ ଦିନରେ ଶନିବାର ଆକର୍ଷଣ ଥିଲା ବାବା ରାମଦେବଙ୍କ ବିଶାଳ ଯୋଗ ଶିବିର। ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ବିଶ୍ୱ ଭାତୃଭାବ ଓ ସଂହତି ଉପରେ ଆଧ୍ୟାତ୍ମିକ ଗୁରୁ ଓ ସାଧୁ ସନ୍ଥଙ୍କ ମଧ୍ୟରେ ଚାଲିଥିଲା ତତ୍ତ୍ୱପୂର୍ଣ୍ଣ ଆଲୋଚନା। ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଆରମ୍ଭ […]

puri

puri

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 03:25 PM IST

Sports

Latest News

puriପୁରୀ: ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମଶତବାର୍ଷିକୀ ମହୋତ୍ସବରେ ପୁରୀରେ ଆଧ୍ୟାତ୍ମିକ ଗୁରୁ ଓ ସାଧୁସନ୍ଥଙ୍କ ମହାମେଳି ହୋଇଛି। ମହୋତ୍ସବର ଦ୍ୱିତୀୟ ଦିନରେ ଶନିବାର ଆକର୍ଷଣ ଥିଲା ବାବା ରାମଦେବଙ୍କ ବିଶାଳ ଯୋଗ ଶିବିର। ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ବିଶ୍ୱ ଭାତୃଭାବ ଓ ସଂହତି ଉପରେ ଆଧ୍ୟାତ୍ମିକ ଗୁରୁ ଓ ସାଧୁ ସନ୍ଥଙ୍କ ମଧ୍ୟରେ ଚାଲିଥିଲା ତତ୍ତ୍ୱପୂର୍ଣ୍ଣ ଆଲୋଚନା। ସଂଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଆରମ୍ଭ ହୋଇଥିଲା ବିଷୟ ଭିତ୍ତିକ ଆଲୋଚନା। ଶନିବାର ସକାଳୁ ମୃଦୁ ମୃଦୁ ସଂଗୀତର ମୂର୍ଚ୍ଛନା ଓ ପ୍ରବଚନ ଭିତରେ ଚାଲିଥିଲା ଯୋଗଗୁରୁ ରାମଦେବ ବାବାଙ୍କ ବିଶାଳ ଯୋଗ ଶିବିର। କପାଳଭାତି, ପ୍ରାଣାୟାମ, ଅନୁଲୋମ ବିଲୋମଠୁ ନେଇ ବିଭିନ୍ନ ଯୋଗମୁଦ୍ରା କରିଥିଲେ ହଜାର ହଜାର ଯୋଗୀ। ଭୋର ସାଢେ ୫ ଟାରୁ ସାଢେ଼ ୭ଟା ଯାଏ ଚାଲିଥିବା ଏଇ ଶିବିରରେ ୭ ହଜାରରୁ ଅଧିକ ଲୋକ ବାବା ରାମଦେବଙ୍କ ଠାରୁ ସିଧାସଳଖ ଯୋଗ ଶିଖିଥିଲେ। ମଞ୍ଚରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ବି ଯୋଗ କରିଥିଲେ। ତିନି ଦିନିଆ ଏହି ମହୋତ୍ସବ ରବିବାର ଦିନ ଉଦଯାପିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story