ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଓ ପରବର୍ତ୍ତୀ ଦଙ୍ଗା ଘଟଣା: ଜଷ୍ଟିସ ନାଇଡୁ କମିଶନଙ୍କ ଶୁଣାଣି ଶେଷ

ଭୁବନେଶ୍ୱର: ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ଶୁଣାଣି ଆଜି ଶେଷ ହୋଇଛି। ମାମଲାରେ ବିଭିନ୍ନ ପକ୍ଷ କମିଶନଙ୍କ ନିକଟରେ ସତ୍ୟପାଠ ଓ ନିଜ ନିଜ  ଯୁକ୍ତି ଉପସ୍ଥାପନ କରିଛନ୍ତି। ଶେଷ ଦିନରେ ପ୍ରତିପକ୍ଷ ଓକିଲ ସୁରେଶ ପୂଜାରୀ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି କଂଗ୍ରେସ ନେତା ଶିବାନନ୍ଦ ରାୟ ଓ ଖ୍ରିଷ୍ଟିୟାନ ସଂପ୍ରଦାୟ ପକ୍ଷରୁ ମଧ୍ୟ ଯୁକ୍ତି ଉପସ୍ଥାପନା କରାଯାଇଥିଲା। ସପ୍ତାହକଙ୍କ ମଧ୍ୟରେ ଲିଖିତ ଭାବେ ପକ୍ଷ ରଖିବାକୁ ଅନ୍ୟ […]

naidu

naidu

Rakesh Mallick
  • Published: Friday, 30 October 2015
  • Updated: 30 October 2015, 02:28 PM IST

Sports

Latest News

ଭୁବନେଶ୍ୱର: ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ଶୁଣାଣି କରୁଥିବା ଜଷ୍ଟିସ୍ ଏ.ଏସ୍. ନାଇଡୁ କମିଶନଙ୍କ ଶୁଣାଣି ଆଜି ଶେଷ ହୋଇଛି। ମାମଲାରେ ବିଭିନ୍ନ ପକ୍ଷ କମିଶନଙ୍କ ନିକଟରେ ସତ୍ୟପାଠ ଓ ନିଜ ନିଜ  ଯୁକ୍ତି ଉପସ୍ଥାପନ କରିଛନ୍ତି। ଶେଷ ଦିନରେ ପ୍ରତିପକ୍ଷ ଓକିଲ ସୁରେଶ ପୂଜାରୀ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି କଂଗ୍ରେସ ନେତା ଶିବାନନ୍ଦ ରାୟ ଓ ଖ୍ରିଷ୍ଟିୟାନ ସଂପ୍ରଦାୟ ପକ୍ଷରୁ ମଧ୍ୟ ଯୁକ୍ତି ଉପସ୍ଥାପନା କରାଯାଇଥିଲା। ସପ୍ତାହକଙ୍କ ମଧ୍ୟରେ ଲିଖିତ ଭାବେ ପକ୍ଷ ରଖିବାକୁ ଅନ୍ୟ କେତେ ଜଣଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତର୍ଜମା କରିବା ପରେ ଚଳିତ ବର୍ଷ ଶେଷ ସୁଦ୍ଧା କମିଶନ ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି।

ଗତ ୮ବର୍ଷ ଧରି ଚାଲିଥିଲା ଏହି ମାମଲାର ଶୁଣାଣି।  ୮ ବର୍ଷ ଭିତରେ କମିଶନଙ୍କ ପାଖରେ ୮୨୫ ସତ୍ୟପାଠ ଦାଖଲ ହୋଇଥିବା ବେଳେ ୩୨୫ରୁ ଅଧିକ ସାକ୍ଷୀଙ୍କୁ ଶୁଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story