ସ୍ୱର୍ଗଦ୍ୱାର ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ: ଆରମ୍ଭ ହେଲା ଉଚ୍ଛେଦ

ପୁରୀ: ସ୍ୱର୍ଗଦ୍ୱାରର ଜମିକୁ ଜବରଦଖଲ କରିଥିବା ଲୋକଙ୍କୁ ଆଉ ନିସ୍ତାର ନାହିଁ। ଜବରଦଖଲ ହୋଇ ୧ ଡିସିମିଲ ଜମି ଉପରେ ହୋଇଥିବା ଏକ ଦୁଇମହଲା କୋଠା ଉପରେ ଆଜି ପୁରୀ ପୌରସଂସ୍ଥା ବୋଲଡୋଜର ଚଲାଇ ଏହା ଚେତାଇ ଦେଇଛି। ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୫୦ ବର୍ଷ ହେଲା ସ୍ୱର୍ଗଦ୍ୱାର ପାଚେରିକୁ ଲାଗି କରି ଥିବା ଏହି ଏକ ଡିସିମିଲ ଜମି ଉପରେ ରହିଥିଲା ଦୋକାନ ଘର। ଯାହାକୁ ପୌରସଂସ୍ଥା ପକ୍ଷରୁ ବୋଲଡୋଜର […]

puri

puri

Rakesh Mallick
  • Published: Monday, 03 April 2017
  • Updated: 03 April 2017, 07:52 PM IST

Sports

Latest News

ପୁରୀ: ସ୍ୱର୍ଗଦ୍ୱାରର ଜମିକୁ ଜବରଦଖଲ କରିଥିବା ଲୋକଙ୍କୁ ଆଉ ନିସ୍ତାର ନାହିଁ। ଜବରଦଖଲ ହୋଇ ୧ ଡିସିମିଲ ଜମି ଉପରେ ହୋଇଥିବା ଏକ ଦୁଇମହଲା କୋଠା ଉପରେ ଆଜି ପୁରୀ ପୌରସଂସ୍ଥା ବୋଲଡୋଜର ଚଲାଇ ଏହା ଚେତାଇ ଦେଇଛି।

ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୫୦ ବର୍ଷ ହେଲା ସ୍ୱର୍ଗଦ୍ୱାର ପାଚେରିକୁ ଲାଗି କରି ଥିବା ଏହି ଏକ ଡିସିମିଲ ଜମି ଉପରେ ରହିଥିଲା ଦୋକାନ ଘର। ଯାହାକୁ ପୌରସଂସ୍ଥା ପକ୍ଷରୁ ବୋଲଡୋଜର ଲଗାଇ ଧୂଳିସାତ କରିଦିଆଯାଇଛି। ଏହା ଭଙ୍ଗାଯିବା ପରେ ସ୍ୱର୍ଗଦ୍ୱାରକୁ ପାର୍କିଂ ସୁବିଧା ସହ ଶବଦାହ ପାଇଁ କାଠ ଡିପୋକୁ ବାଟ ଫିଟିଛି।

ବାଲିସାହି ମୌଜାର ପ୍ଲଟ୍‌ ନମ୍ବର ୧୪୫୯ ଉପରେ ଥିବା ଏହି ଜବରଦଖଲକୁ ଏପ୍ରିଲ ୧ ତାରିଖ ସୁଦ୍ଧା ମୁକ୍ତ କରିବାକୁ ପୌରସଂସ୍ଥା ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା। ଯେଉଁଥିରେ ଏପ୍ରିଲ ୩ କିମ୍ବା ୪ ତାରିଖରେ ପ୍ରଶାସନ କୋଠା ଭାଙ୍ଗିବ ବୋଲି ଉଲ୍ଲେଖ କରିଥିଲା।

ପୌର ନିର୍ବାହୀ ଅଧିକାରୀ ସଞ୍ଜୟ ମିଶ୍ର କହିଛନ୍ତି,“ଆରଡିସିଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଆଜି ଜବରଦଖଲ ଜମିରେ ଥିବା ଏହି ଦୁଇମହଲା କୋଠାକୁ ଭାଙ୍ଗି ନିଜ ଅକ୍ତିଆରକୁ ନେଇଛୁ।”

ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି,“ଆଗକୁ ସ୍ୱର୍ଗଦ୍ୱାର ଜମି ଫେରାଇ ଆଣିବାକୁ ପ୍ରକ୍ରିୟା ଜାରି ରହିବ।”

ତେବେ ଘର ମାଲିକ ସୁବାସ ଚନ୍ଦ୍ର ମହାନ୍ତି କୋଠା ଭଙ୍ଗାଯିବା ପରେ ନିଜ ଜୀବୀକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି,“ଏ ଯାଗାଟି ଶଙ୍କରାଚାର୍ଯ୍ୟ ମଠ ପକ୍ଷରୁ ତାଙ୍କ ପରିବାରକୁ ଦିଆଯାଇଥିଲା। ଦୋକାନ ଭଙ୍ଗାଯିବା ପରେ ଜୀବୀକା ଚାଲିଯାଇଛି। ସରକାର ଅନ୍ୟ କୌଣସି ସ୍ଥାନରେ ଦୋକାନ କରିବାକୁ ଘର ଯୋଗାଇ ଦିଅନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story