ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲା: ଶ୍ରୀମନ୍ଦିର ଖାତାକୁ ଫେରିଲା ୧୧ ଏକରରୁ ଅଧିକ ଜମି

ପୁରୀ: ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲାରେ ପୁରୀ ତହସିଲଦାରଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି। ୧୧. ୧୪୩ ଏକର ବେବନ୍ଦୋବସ୍ତ ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିଛି। ରାସ୍ତା ଥିବା ୨.୪୮୮ ଏକର ଜମି ମଧ୍ୟ ସରକାରୀ ଖାତାକୁ ଆସିଛି। ସେହିପରି ୧.୮୯୩ ଏକର ବେବନ୍ଦୋବସ୍ତ ଜମି ମଧ୍ୟ ସରକାରୀ ଖାତାକୁ ଆସିଛି। ୧୦.୨୫୬ ଏକର ଜମି ଜାଲିଆତି କରି ବିକ୍ରି କରାଯାଇଥିବା ପ୍ରମାଣ ମିଳିଛି। ଏନେଇ ୨୪୦ ଜଣଙ୍କୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯିବ। […]

swagadwara land

swagadwara land

Rakesh Mallick
  • Published: Monday, 08 May 2017
  • Updated: 08 May 2017, 08:15 PM IST

Sports

Latest News

ପୁରୀ: ସ୍ୱର୍ଗଦ୍ୱାର ଜମି ଜାଲିଆତି ମାମଲାରେ ପୁରୀ ତହସିଲଦାରଙ୍କ କୋର୍ଟରେ ରାୟ ପ୍ରକାଶ ପାଇଛି। ୧୧. ୧୪୩ ଏକର ବେବନ୍ଦୋବସ୍ତ ଜମି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଫେରିଛି। ରାସ୍ତା ଥିବା ୨.୪୮୮ ଏକର ଜମି ମଧ୍ୟ ସରକାରୀ ଖାତାକୁ ଆସିଛି। ସେହିପରି ୧.୮୯୩ ଏକର ବେବନ୍ଦୋବସ୍ତ ଜମି ମଧ୍ୟ ସରକାରୀ ଖାତାକୁ ଆସିଛି। ୧୦.୨୫୬ ଏକର ଜମି ଜାଲିଆତି କରି ବିକ୍ରି କରାଯାଇଥିବା ପ୍ରମାଣ ମିଳିଛି। ଏନେଇ ୨୪୦ ଜଣଙ୍କୁ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯିବ।

ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି,“ସ୍ୱର୍ଗଦ୍ୱାର ଜମିରୁ ଦଖଲ ଉଚ୍ଛେଦ ପାଇଁ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story