ସ୍ୱତନ୍ତ୍ର ଟ୍ରେନରେ ଚେନ୍ନାଇରୁ ଓଡ଼ିଶା ଫେରିଲେ ୨୫୦ ଯାତ୍ରୀ

କଟକ: ପ୍ରାୟ ସପ୍ତାହେ କାଳ ଦୁଃସ୍ଥିତି ସହ ଜୁଝିବା ପରେ ଶେଷରେ ବନ୍ୟାଗ୍ରସ୍ତ ଚେନ୍ନାଇରୁ ଫେରିଛନ୍ତି ଓଡ଼ିଆ ତୀର୍ଥଯାତ୍ରୀ। କଟକ ଷ୍ଟେସନରେ ଗାଡି ପହଞ୍ଚିବା ପରେ ସମସ୍ତଙ୍କ ମୁର୍ଡରେ ଖେଳି ଯାଇଥିଲା ଆନନ୍ଦଉଲ୍ଲାସ। ତୀର୍ଥଯାତ୍ରୀଙ୍କ ସହ ସେଠାରେ ଫସିଥିବା ଅନ୍ୟ କିଛି ଯାତ୍ରୀ ଏକ ସ୍ୱତନ୍ତ୍ର ଟ୍ରେନରେ ଆଜି ପହଞ୍ଚିଛନ୍ତି। ପହଞ୍ଚି ଥିଲେ। ସୁରକ୍ଷିତ ନିଜ ଜନ୍ମମାଟିକୁ ଫେରିଥିବାରୁ ଶ୍ରୀ ଜଗନ୍ନାଥଙ୍କ ଜୟ ଜୟ କାର କରିଥିଲେ। ଚେନ୍ନାଇରୁ ସେମାନଙ୍କ ଉଦ୍ଧାରରେ ସହାୟତା ପାଇଁ ସାଂସଦ ବୈଜୟନ୍ତ […]

odisha

odisha

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 04:54 PM IST

Sports

Latest News

କଟକ: ପ୍ରାୟ ସପ୍ତାହେ କାଳ ଦୁଃସ୍ଥିତି ସହ ଜୁଝିବା ପରେ ଶେଷରେ ବନ୍ୟାଗ୍ରସ୍ତ ଚେନ୍ନାଇରୁ ଫେରିଛନ୍ତି ଓଡ଼ିଆ ତୀର୍ଥଯାତ୍ରୀ। କଟକ ଷ୍ଟେସନରେ ଗାଡି ପହଞ୍ଚିବା ପରେ ସମସ୍ତଙ୍କ ମୁର୍ଡରେ ଖେଳି ଯାଇଥିଲା ଆନନ୍ଦଉଲ୍ଲାସ। ତୀର୍ଥଯାତ୍ରୀଙ୍କ ସହ ସେଠାରେ ଫସିଥିବା ଅନ୍ୟ କିଛି ଯାତ୍ରୀ ଏକ ସ୍ୱତନ୍ତ୍ର ଟ୍ରେନରେ ଆଜି ପହଞ୍ଚିଛନ୍ତି। ପହଞ୍ଚି ଥିଲେ। ସୁରକ୍ଷିତ ନିଜ ଜନ୍ମମାଟିକୁ ଫେରିଥିବାରୁ ଶ୍ରୀ ଜଗନ୍ନାଥଙ୍କ ଜୟ ଜୟ କାର କରିଥିଲେ। ଚେନ୍ନାଇରୁ ସେମାନଙ୍କ ଉଦ୍ଧାରରେ ସହାୟତା ପାଇଁ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଯାତ୍ରୀମାନେ ଧନ୍ୟବାଦ ଜଣାଇଥିଲେ।

ଚେନ୍ନାଇର ପ୍ରଳୟଙ୍କରୀ ବନ୍ୟାରେ ଫସିଥିବା ପ୍ରାୟ ୨୫୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବା ପାଇଁ ଗତ ୩ ତାରିଖରେ ସାଂସଦ ବୈଜୟନ୍ତ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଥିଲେ। ଏହା ପରେ ରେଳ ମନ୍ତ୍ରାଳୟ ତୁରନ୍ତ ସେଠାରେ ଫସିଥିବା ଓଡ଼ିଶାଙ୍କ ଫେରିବା ବ୍ୟବସ୍ଥା କରିଥିଲା। ଶେଷରେ ଓଡ଼ିଆ ଯାତ୍ରୀଙ୍କୁ ଧରି ଚେନ୍ନାଇ ବିଚ୍ ଷ୍ଟେସନରୁ ବାହାରିଥିଲା ଏହି ସ୍ୱତନ୍ତ୍ର ଟ୍ରେନ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story