ବଢି ଚାଲିଛି ସ୍ୱାଇନ୍‌ ଫ୍ଲୁ ଆତଙ୍କ: ମିଳୁନି ଭେକ୍ସିନ, ଚିନ୍ତାରେ ଡାକ୍ତରଙ୍କଠାରୁ ଆରମ୍ଭ କରି ରୋଗୀ

ଭୁବନେଶ୍ୱର: ଘାତକ ସାଜୁଛି ସ୍ୱାଇନ୍ ଫ୍ଳୁ। ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ସେପଟେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ରୋଗ ସଂକ୍ରମଣ ଆଶଙ୍କାରେ ଅନେକ ପ୍ରତିଷେଧକ ଭାକ୍ସିନ ନେବାକୁ ଚାହୁଁଛନ୍ତି। ହେଲେ ମେଡିକାଲରେ ଭ୍ୟାକ୍ସିନ୍ ମିଳୁ ନଥିବା ଅଭିଯୋଗ ହେଉଛି। କେବଳ ମେଡିକାଲ କାହିଁକି ବଜାରରେ ବି ପର୍ଯ୍ୟାପ୍ତ ପରିମାଣର ଭାକ୍ସିନ ମିଳୁନାହିଁ। ସ୍ୱାଇନ୍ ଫ୍ଳୁକୁ ନେଇ କ୍ୟାପିଟାଲ୍ ହସ୍ପିଟାଲ୍‌ର ଜଣେ ନର୍ସଙ୍କ ମନରେ ଭୟ। ନିଜେ ଭାକ୍ସିନ୍ ନେଇ ନାହାନ୍ତି, ତେବେ ଚାକିରି […]

Swine Flu Patient

Swine Flu Patient

Rakesh Mallick
  • Published: Sunday, 13 August 2017
  • Updated: 13 August 2017, 10:03 PM IST

Sports

Latest News

ଭୁବନେଶ୍ୱର: ଘାତକ ସାଜୁଛି ସ୍ୱାଇନ୍ ଫ୍ଳୁ। ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି। ସେପଟେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ରୋଗ ସଂକ୍ରମଣ ଆଶଙ୍କାରେ ଅନେକ ପ୍ରତିଷେଧକ ଭାକ୍ସିନ ନେବାକୁ ଚାହୁଁଛନ୍ତି। ହେଲେ ମେଡିକାଲରେ ଭ୍ୟାକ୍ସିନ୍ ମିଳୁ ନଥିବା ଅଭିଯୋଗ ହେଉଛି। କେବଳ ମେଡିକାଲ କାହିଁକି ବଜାରରେ ବି ପର୍ଯ୍ୟାପ୍ତ ପରିମାଣର ଭାକ୍ସିନ ମିଳୁନାହିଁ।

ସ୍ୱାଇନ୍ ଫ୍ଳୁକୁ ନେଇ କ୍ୟାପିଟାଲ୍ ହସ୍ପିଟାଲ୍‌ର ଜଣେ ନର୍ସଙ୍କ ମନରେ ଭୟ। ନିଜେ ଭାକ୍ସିନ୍ ନେଇ ନାହାନ୍ତି, ତେବେ ଚାକିରି କରିଥିବାରୁ ସ୍ୱାଇନ୍ ଫ୍ଳୁରେ ଆକ୍ରାନ୍ତ ଆଶଙ୍କା ଥିବା ସତ୍ତ୍ୱେ ରୋଗୀ ସେବା କରିବାକୁ ବାଧ୍ୟ। ସୂଚନା ଅନୁସାରେ କ୍ୟାପିଟାଲ ହସ୍ପିଟାଲକୁ ମାତ୍ର ଶହେଟି ଭାକ୍ସିନ୍ ଆସିଥିଲା। ଏସବୁ ସରିଯିବା ପରେ ଏବେ ନୂଆ ଷ୍ଟକକୁ ଅପେକ୍ଷା। ଯଦି ଷ୍ଟାଫଙ୍କ ଅବସ୍ଥା ,ପରି ତେବେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ଅବସ୍ଥା କ’ଣ ତାହା ଅନୁମାନ କରିପାରୁଥିଲେ।

ଖୋଲା ବଜାରରେ ବି ଭାକ୍ସିନର ଅଭାବ। ଯେତିକି ଭାକ୍ସିନ୍ ଆଣିବାକୁ ଚାହୁଁଛନ୍ତି, ତାଠାରୁ ଢ଼େର୍ କମ୍ ମିଳୁଛି ବୋଲି ଜଣେ ବ୍ୟବସାୟୀ କହିଛନ୍ତି।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସଚିବଙ୍କ ମତ କିନ୍ତୁ ଭିନ୍ନ। ସ୍ୱାଇନ୍ ଫ୍ଲୁ ସ୍ଥିତିର ସମୀକ୍ଷା କରିବା ପରେ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି- “ରୋଗକୁ ନେଇ କୌଣସି ଉଦ୍‌ବେଗଜନକ ସ୍ଥିତି ଉପୁଜି ନାହିଁ। ସ୍ୱାସ୍ଥ୍ୟ ବିଭାଗ ନିକଟରେ ପର୍ଯ୍ୟାପ୍ତ ଭାକ୍ସିନ୍ ମହଜୁଦ୍ ଅଛି।

କ୍ୟାପିଟାଲ ହସ୍ପିଟାଲ ପରି ଏସସିବିର ସ୍ଥିତି ମଧ୍ୟ ସମାନ। ଏଠାରେ ୧୦ ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିକିତ୍ସିତ ହେଉଛନ୍ତି। କୋରାପୁଟ ଜିଲ୍ଲାର ଜଣେ ବ୍ୟକ୍ତି ମଧ୍ୟ ସ୍ୱାଇନ୍ ଫ୍ଲୁ ସନ୍ଦେହରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି।

ଅନ୍ୟପକ୍ଷରେ ଆଜି ପରୀକ୍ଷା ହୋଇଥିବା ୨୮ ସାମ୍ପୁଲରୁ ୧୬ଟି ପିଜିଟିଭ୍ ଆସିଛି। ବର୍ତ୍ତମାନ ସୁଦ୍ଧା ୩୪୨ ସାମ୍ପୁଲରୁ ୧୦୩ଟି ପଜିଟିଭ୍ ବାହାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story