ଟଙ୍କା ବାଣ୍ଟିବା ଅଭିଯୋଗରେ ସାରଦା ଅଟକ

ରାଉରକେଲା: ରାଉରକେଲାର ପୂର୍ବତନ ବିଜେଡି ବିଧାୟକ ତଥା ମନ୍ତ୍ରୀ ସାରଦା ନାୟକଙ୍କ ନାଁରେ ପୁଣି ଆସିଛି ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଜଲଦା ପଞ୍ଚାୟତରେ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟୁଥିବା ବେଳେ ସାରଦା ଓ ତାଙ୍କର ୫ ସହଯୋଗୀଙ୍କୁ ସ୍ଥାନୀୟ ଲୋକେ ୩ ଘଣ୍ଟା ଧରି ଅଟକ ରଖିଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା […]

rkl

rkl

Rakesh Mallick
  • Published: Monday, 20 February 2017
  • Updated: 20 February 2017, 05:19 PM IST

Sports

Latest News

ରାଉରକେଲା: ରାଉରକେଲାର ପୂର୍ବତନ ବିଜେଡି ବିଧାୟକ ତଥା ମନ୍ତ୍ରୀ ସାରଦା ନାୟକଙ୍କ ନାଁରେ ପୁଣି ଆସିଛି ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଜଲଦା ପଞ୍ଚାୟତରେ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟୁଥିବା ବେଳେ ସାରଦା ଓ ତାଙ୍କର ୫ ସହଯୋଗୀଙ୍କୁ ସ୍ଥାନୀୟ ଲୋକେ ୩ ଘଣ୍ଟା ଧରି ଅଟକ ରଖିଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୋଲିସ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ସେମାନଙ୍କୁ ଉଦ୍ଧାର କରି ଥାନରେ ଅଟକ ରଖିଛି।

ଘଟଣାସ୍ଥଳରୁ ସାରଦାଙ୍କ ବୋଲେରୋ, ନଗଦ ୮୨୦୦ ଟଙ୍କା, କମ୍ୱଳ ଓ ଶଙ୍ଖ ଚିହ୍ନ ଥିବା ୫୨ଟି ଛତା ପୋଲିସ ଜବତ କରିଛି। ସାରଦାଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ପୋଲିସ କହିଛି। ଏବେ ମଧ୍ୟ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଗତ ୧୪ ତାରିଖ ରାତିରେ ଝିରିପାଣି ପଞ୍ଚାୟତର ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ସାରଦା ଟଙ୍କା ବାଣ୍ଟୁଥିବା ବେଳେ ଲୋକଙ୍କ ରୋଷରେ ଶିକାର ହୋଇଥିଲେ। ପୋଲିସ ତାଙ୍କୁ ଉଦ୍ଧାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story