ଟଙ୍କିକିଆ ଚାଉଳକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଟଙ୍କିକିଆ ଚାଉଳ ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ହିତାଧିକାରୀ ପାଉଥିବା ଟଙ୍କିକିଆ ଚାଉଳର ଦାମ ୨୪ ଟ‌‌‌ଙ୍କା। ଏଥିରୁ କେନ୍ଦ୍ର ସରକାର ଦେଉଛନ୍ତି ୨୦ଟଙ୍କା ୫୦ ପଇସା। ହିତାଧିକାରୀ ଦେଉଛନ୍ତି ଟଙ୍କାଟିଏ। ବାକି ୨ଟଙ୍କା ୫୦ ପଇସା ରାଜ୍ୟ ଦେଇ ନେଉଥିବା ବାହାବା ଏକ ପ୍ରବଞ୍ଚନା ବୋଲି ସେ କହିଛନ୍ତି। ଚାଉଳ ପାଇଁ କେନ୍ଦ୍ର ଦେଉଥିବା ସବସିଡି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଦିଅନ୍ତୁ ବୋଲି […]

Dharmendra

Dharmendra

Rakesh Mallick
  • Published: Monday, 12 October 2015
  • Updated: 12 October 2015, 02:40 AM IST

Sports

Latest News

ଭୁବନେଶ୍ୱର: ଟଙ୍କିକିଆ ଚାଉଳ ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ରାଜ୍ୟର ହିତାଧିକାରୀ ପାଉଥିବା ଟଙ୍କିକିଆ ଚାଉଳର ଦାମ ୨୪ ଟ‌‌‌ଙ୍କା। ଏଥିରୁ କେନ୍ଦ୍ର ସରକାର ଦେଉଛନ୍ତି ୨୦ଟଙ୍କା ୫୦ ପଇସା। ହିତାଧିକାରୀ ଦେଉଛନ୍ତି ଟଙ୍କାଟିଏ। ବାକି ୨ଟଙ୍କା ୫୦ ପଇସା ରାଜ୍ୟ ଦେଇ ନେଉଥିବା ବାହାବା ଏକ ପ୍ରବଞ୍ଚନା ବୋଲି ସେ କହିଛନ୍ତି। ଚାଉଳ ପାଇଁ କେନ୍ଦ୍ର ଦେଉଥିବା ସବସିଡି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଦିଅନ୍ତୁ ବୋଲି ସେ କହିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀଙ୍କୁ ମାନ୍ୟବର ବୋଲି କହି ସେ କଟାକ୍ଷ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos