ପର ସ୍ତ୍ରୀ ସହ ଗପିବା କେଉଁ ନୈତିକତାର ପ୍ରମାଣ: ତାରା ଦତ୍ତଙ୍କ ପତ୍ନୀ

ଭୁବନେଶ୍ୱର: ଆଇଏଏସ ଅଧିକାରୀ ତାରା ଦତ୍ତଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପତ୍ନୀ ଇନ୍ଦୁଲତା। ପ୍ରେସ୍ ରିଲିଜ ମାଧ୍ୟମରେ ଇନ୍ଦୁଲତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମଧ୍ୟରାତିରେ ଘଣ୍ଟା ଘଣ୍ଟା ଧରି ତାଙ୍କୁ ଲୁଚାଇ ସେହି ସ୍ତ୍ରୀ ଲୋକ ସହିତ ଫେ।ନରେ କଥା ହେଉଥିବା କେଉଁ ସ୍ୱଚ୍ଛତାର ପରିଚୟ । ସେ କହିଛନ୍ତି ଯେ, ୧୬୨ଦିନରେ ମୋବାଇଲରେ ୩ହଜାର ୧୭୩ଟି କଲ୍ ଓ ମେସେଜ୍ କରାଯାଇଛି । ପର ସ୍ତ୍ରୀ ସହ ରାତିରେ କଥା ହେବା […]

indulata

indulata

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 01:11 PM IST

Sports

Latest News

ଭୁବନେଶ୍ୱର: ଆଇଏଏସ ଅଧିକାରୀ ତାରା ଦତ୍ତଙ୍କ ସ୍ପଷ୍ଟୀକରଣ ଉପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ପତ୍ନୀ ଇନ୍ଦୁଲତା। ପ୍ରେସ୍ ରିଲିଜ ମାଧ୍ୟମରେ ଇନ୍ଦୁଲତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ମଧ୍ୟରାତିରେ ଘଣ୍ଟା ଘଣ୍ଟା ଧରି ତାଙ୍କୁ ଲୁଚାଇ ସେହି ସ୍ତ୍ରୀ ଲୋକ ସହିତ ଫେ।ନରେ କଥା ହେଉଥିବା କେଉଁ ସ୍ୱଚ୍ଛତାର ପରିଚୟ । ସେ କହିଛନ୍ତି ଯେ, ୧୬୨ଦିନରେ ମୋବାଇଲରେ ୩ହଜାର ୧୭୩ଟି କଲ୍ ଓ ମେସେଜ୍ କରାଯାଇଛି । ପର ସ୍ତ୍ରୀ ସହ ରାତିରେ କଥା ହେବା କେଉଁ ନୈତିକତାର ପ୍ରମାଣ । ଏପରି କି ସମ୍ପର୍କ ରହିଛି ଯେ, ସେ ସ୍ତ୍ରୀ ଲୋକ ସହ ଏତେ କଥା ହେଉଛନ୍ତି ବୋଲି ଇନ୍ଦୁଲତା ପ୍ରଶ୍ନ କରିଛନ୍ତି ।

ଗତକାଲି ଆଇଏଏସ ତାରା ଦତ୍ତ ନିଜର ବୈବାହିକ ଜୀବନକୁ ନେଇ ସ୍ପଷ୍ଟୀକରଣ ରଖିଥିଲେ । ତାରା ଦତ୍ତ କହିଥିଲେ ମୋର ବ୍ୟକ୍ତିଗତ ଓ ସାଧାରଣ ଜୀବନ ସମ୍ପୂର୍ଣ୍ଣ ସ୍ୱଚ୍ଛ । ମୁଁ  ସର୍ବଦା ବ୍ୟକ୍ତିଗତ ଓ ବୃତ୍ତିଗତ ନୈତିକତାକୁ ଗୁରୁତ୍ୱ ଦେଇଥାଏ । ଏଥିସହ ବୈବାହିକ ଜୀବନର ନୈତିକତାକୁ ସର୍ବଦା ବଜାୟ ରଖିଆସିଛି  । ମୋର ଅନ୍ୟ କୌଣସି ନାରୀଙ୍କ ସହ ସମ୍ପର୍କ ନାହିଁ । ଏହାକୁ ପ୍ରମାଣ କରିବାକୁ ସବୁ ପ୍ରକାର ପରୀକ୍ଷାକୁ ସାମ୍ନା କରିବାକୁ ମୁଁ ପ୍ରସ୍ତୁତ ବୋଲି ସେ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story