ଦେଶୀ ମଦଭାଟି ଭଙ୍ଗା ମାମଲା: କୋର୍ଟରେ ଆତ୍ମସମର୍ପଣ କଲେ ତାରା

ଜୟପୁର: ଏକ ଦେଶୀ ମଦଭାଟି ଭଙ୍ଗା ମାମଲାରେ ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଶନିବାର ଜୟପୁର ଏସଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେ ଆଜି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏସଡିଜେଏମ୍ କୋର୍ଟ ଦୁଇ ଜଣ ଜାମିନଦାରଙ୍କ ସହ ୨୦ହଜାର ଟଙ୍କ।ର ବ୍ୟକ୍ତିଗତ ମୁଚାଲିକାରେ ବାହିନୀପତିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଗତ ମାର୍ଚ୍ଚ ୧୦ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମ୍ମାଠାରେ ବୋରିଗୁମ୍ମା ବ୍ଲକ କଂଗ୍ରେସ ପକ୍ଷରୁ […]

tarabahinipati

tarabahinipati

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 11:33 AM IST

Sports

Latest News

tarabahinipatiଜୟପୁର: ଏକ ଦେଶୀ ମଦଭାଟି ଭଙ୍ଗା ମାମଲାରେ ଜୟପୁର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଶନିବାର ଜୟପୁର ଏସଡିଜେଏମ୍‌ଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେ ଆଜି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏସଡିଜେଏମ୍ କୋର୍ଟ ଦୁଇ ଜଣ ଜାମିନଦାରଙ୍କ ସହ ୨୦ହଜାର ଟଙ୍କ।ର ବ୍ୟକ୍ତିଗତ ମୁଚାଲିକାରେ ବାହିନୀପତିଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଗତ ମାର୍ଚ୍ଚ ୧୦ ତାରିଖରେ କୋରାପୁଟ ଜିଲ୍ଲା ବୋରିଗୁମ୍ମାଠାରେ ବୋରିଗୁମ୍ମା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକରେ ଥିବା ଦେଶୀଭାଟି ବିରୋଧରେ ଶୋଭାଯାତ୍ରା କରାଯାଇଥିଲା। ଶୋଭାଯାତ୍ରା ବେଳେ ଉତ୍ତ୍ୟକ୍ତ ଦଳୀୟ କର୍ମୀ ଓ ସ୍ଥାନୀୟ ଲୋକେ ସେଠାରେ ଥିବା ଏକ ଦେଶୀ ମଦଭାଟିକୁ ଭାଙ୍ଗିବା ସହ ସେଠାରେ ପୋଡ଼ାଜୋଳା କରିଥିଲେ। ସେହି ଘଟଣାକୁ ନେଇ ବୋରିଗୁମ୍ମା ପୋଲିସ୍ ପକ୍ଷରୁ ତାରାପ୍ରସାଦ ବାହିନୀପତିଙ୍କ ସମେତ ୩୦ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଥିଲା ଏହି ଘଟଣାରେ ତାରା ହାଇକୋର୍ଟରୁ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story