ପିସି ଦେଇପାରିଲେନି ବୋଲି ଶିକ୍ଷକଙ୍କ ଦରମା ବନ୍ଦ, ସ୍କୁଲ ବାରଣ୍ଡାରେ ୩ଦିନ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମାସେ ନୁହେଁ କି ଦୁଇ ମାସ, କାମ କଲେ ବି ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା।  ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ।  ଦରମା ନ ମିଳିବା  ଯୋଗୁଁ  ହତାସ ହୋଇ ସ୍କୁଲ ବାରଣ୍ଡାରେ ତିନି ଦିନ ଧରି ଧାରଣାରେ ବସିଛନ୍ତି ସହକାରୀ ଶିକ୍ଷକ ସୁରେନ୍ଦ୍ର ହରିଜନ। ୨୦୧୮ ସେପ୍ଟେମ୍ବର ମାସରେ ଏହି ବିଦ୍ୟାଳୟକୁ ବଦଳି ହୋଇ […]

321

321

Tapas Behera
  • Published: Saturday, 13 July 2019
  • Updated: 13 July 2019, 08:03 PM IST

ଉମରକୋଟ(କାର୍ତ୍ତିକ ମଲ୍ଲିକ): ମାସେ ନୁହେଁ କି ଦୁଇ ମାସ, କାମ କଲେ ବି ଶିକ୍ଷକଙ୍କୁ ମିଳିନି ଦୁଇ ବର୍ଷର ଦରମା।  ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଆଦିବାସି ଅଧ୍ୟୁସିତ ରାଇଘର ବ୍ଲକ୍ ମୁଖ୍ୟ ଦପ୍ତର ଠାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ।  ଦରମା ନ ମିଳିବା  ଯୋଗୁଁ  ହତାସ ହୋଇ ସ୍କୁଲ ବାରଣ୍ଡାରେ ତିନି ଦିନ ଧରି ଧାରଣାରେ ବସିଛନ୍ତି ସହକାରୀ ଶିକ୍ଷକ ସୁରେନ୍ଦ୍ର ହରିଜନ। ୨୦୧୮ ସେପ୍ଟେମ୍ବର ମାସରେ ଏହି ବିଦ୍ୟାଳୟକୁ ବଦଳି ହୋଇ ଆସିଥିଲେ ସହକାରୀ ଶିକ୍ଷକ  ସୁରେନ୍ଦ୍ର ହରିଜନ।

ହେଲେ ତାଙ୍କୁ ଦରମା  କି ବାସଗୃହ ମିଳନି । ବିଦ୍ୟାଳୟ ପରିସରରେ ୪ଟି  କ୍ୱାଟର ଖାଲିଥିଲେ ବି ତାଙ୍କୁ ଏକ ଅସୁରକ୍ଷିତ ଭଙ୍ଗା ଦଦରା ଘର ଆଲଟ୍ କରାଯାଇଛି।  ଶିକ୍ଷକ ସୁରେନ୍ଦ୍ର ହରିଜନ ଏଠାରେ ଆସିବା ପୂର୍ବରୁ ନବରଙ୍ଗପୁର ସ୍ଥିତ ଏକ ବିଦ୍ୟାଳୟର ହଷ୍ଟେଲ ଦାୟିତ୍ୱରେ ଥିଲେ।  ସେ ସମୟରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପିସି ନ ଦେବାରୁ ସେ ଦିନ ଠାରୁ ତାଙ୍କୁ ଉଦ୍ଧେଶ୍ୟ ମୂଳକ ଭାବେ ହଇରାଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଚାକିରିକୁ ଆଉ ୧୦ ମାସ ବାକିଥିବା ବେଳେ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା  ସେ ଅଭିଯୋଗ କରିଛନ୍ତି ।

ଏ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେ କହିଛନ୍ତି। ସେପଟେ ଏ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story