ଶିକ୍ଷକ ନିଯୁକ୍ତି ପାଇଁ ମାଧ୍ୟମିକ ସ୍ତରରେ ବି ହେବ ଓଟିଇଟି ଭଳି ପରୀକ୍ଷା

ଭୁବନେଶ୍ୱର: ଶିକ୍ଷକ ନିଯୁକ୍ତି ପାଇଁ ମାଧ୍ୟମିକ ସ୍ତରରେ ବି ହେବ ଓଟିଇଟି ଭଳି ପରୀକ୍ଷା। ବିଧାନସଭା ପ୍ରଶ୍ନକାଳରେ ଗୁରୁବାର ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ଶିକ୍ଷକ ଅଭାବ ନେଇ ଆଜି ଗଞ୍ଜ।ମ ଜିଲ୍ଲାର ବିଧାୟକମାନେ ଗୃହରେ ଉଦବେଗ ପ୍ରକାଶ କରିଥିଲେ। ଗଞ୍ଜ।ମ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ସେ ନେଇ […]

devi-mishra

devi-mishra

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 05:28 PM IST

Sports

Latest News

ଭୁବନେଶ୍ୱର: ଶିକ୍ଷକ ନିଯୁକ୍ତି ପାଇଁ ମାଧ୍ୟମିକ ସ୍ତରରେ ବି ହେବ ଓଟିଇଟି ଭଳି ପରୀକ୍ଷା। ବିଧାନସଭା ପ୍ରଶ୍ନକାଳରେ ଗୁରୁବାର ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାରୀ ହାଇସ୍କୁଲରେ ଶିକ୍ଷକ ଅଭାବ ନେଇ ଆଜି ଗଞ୍ଜ।ମ ଜିଲ୍ଲାର ବିଧାୟକମାନେ ଗୃହରେ ଉଦବେଗ ପ୍ରକାଶ କରିଥିଲେ। ଗଞ୍ଜ।ମ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପାଇଁ ସରକାର କି ପଦକ୍ଷେପ ନେଉଛନ୍ତି ସେ ନେଇ ବିଧାୟକମାନେ ଜାଣିବାକୁ ଚାହିଁଥିଲେ। ଏହାର ଉତ୍ତରରେ ଗଣ ଶିକ୍ଷାମନ୍ତ୍ରୀ କହିଛନ୍ତି, ଏଥିପାଇଁ ବ୍ୟବସ୍ଥା କରାଯାଉଛି। ପ୍ରାଥମିକ ବିଦ୍ୟାଳୟ ଲାଗି ଶିକ୍ଷକ ନିଯୁକ୍ତି ପାଇଁ ବର୍ତ୍ତମାନ ହେଉଥିବା ଓଟିଇଟି ପରୀକ୍ଷା ଭଳି ମାଧ୍ୟମିକ ସ୍ତରରେ ମଧ୍ୟ ଶିକ୍ଷକ ନିଯୁକ୍ତି ଲାଗି ପରୀକ୍ଷା ହେବ। ଆସନ୍ତା ଶିକ୍ଷାବର୍ଷଠାରୁ ଏଭଳି ପରୀକ୍ଷା ପାଇଁ ଯୋଜନା ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story