ଆସନ୍ତାକାଲି ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ନିଟ୍‌

ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିଟ୍‌ ହେବ। ଏଥିପାଇଁ ସିବିଏସ୍‌ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ରଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରଗୁଡିକରେ ଜାମର ଲାଗାଯିବା ବ୍ୟବସ୍ଥା କରାଯାଇଛି। ଏହାସହ ପରୀକ୍ଷାର୍ଥୀଙ୍କ ଉପରେ ମଧ୍ୟ କିଛି କଟକଣା ଜାରି କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ହେବ। ସାରା ଦେଶରୁ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶାରୁ […]

neet

neet

Rakesh Mallick
  • Published: Saturday, 30 April 2016
  • Updated: 01 May 2016, 02:46 AM IST

Sports

Latest News

ଭୁବନେଶ୍ୱର: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିଟ୍‌ ହେବ। ଏଥିପାଇଁ ସିବିଏସ୍‌ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷା କେନ୍ଦ୍ରଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରଗୁଡିକରେ ଜାମର ଲାଗାଯିବା ବ୍ୟବସ୍ଥା କରାଯାଇଛି। ଏହାସହ ପରୀକ୍ଷାର୍ଥୀଙ୍କ ଉପରେ ମଧ୍ୟ କିଛି କଟକଣା ଜାରି କରାଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ହେବ। ସାରା ଦେଶରୁ ୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଓଡ଼ିଶାରୁ ୩୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ରାଜ୍ୟରେ ୩ଟି ସହର ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲାରେ ଏକାଧିକ ପରୀକ୍ଷା କେନ୍ଦ୍ର କରାଯାଇଛି। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସାଢେ ୭ଟା ସୁଦ୍ଧା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ନିକଟରେ ପହଁଚିବାକୁ କୁହାଯାଇଛି। ପରୀକ୍ଷା ପରିଚାଳନା ପାଇଁ ସିବିଏସଇ ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି। ସବୁ କେନ୍ଦ୍ରରେ ଜାମର୍‌ ଲାଗିବ। ସେହିପରି ପରୀକ୍ଷା କେନ୍ଦ୍ର ଭିତରକୁ କଲମ, ପେନସିଲ୍‌, ମୋବାଇଲ ଏବଂ ଇଲେକଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ କଟକଣା ଜାରି ହୋଇଛି। ପରୀକ୍ଷାର୍ଥୀମାନେ ଜୋତା ପିନ୍ଧା ହଲ୍‌କୁ ଯାଇପାରିବେ ନାହିଁ। ତା’ଛଡା କିଛି ନିର୍ଦ୍ଦିଷ୍ଟ ପ୍ରକାର ଡ୍ରେସ୍‌ ଉପରେ ମଧ୍ୟ କଟକଣା ରହିଛି।

ଆସନ୍ତା ଜୁଲାଇ ୨୪ରେ ଦ୍ୱିତୀୟ ପର୍ଯ୍ୟାୟ ନିଟ୍‌ ଅନୁଷ୍ଠିତ ହେବ। ଦୁଇଟି ଯାକ ପରୀକ୍ଷାର ରେଜଲ୍ଟ ଆସନ୍ତା ଅଗଷ୍ଟ ୧୭ରେ ପ୍ରକାଶ ପାଇବ। ଏହି ପରୀକ୍ଷାର ରାଙ୍କ ଅନୁସାରେ ରାଜ୍ୟର ସରକାରୀ ଓ ବେସରକାରୀ କଲେଜରେ ଥିବା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ଛାତ୍ରଛାତ୍ରୀ ଆଡମିଶନ କରିପାରିବେ।

ଚଳିତବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାରେ ଏବେ ସରକାରୀ ମେଡିକାଲ କଲେଜରେ ୫୫୦ଟି ଏମ୍‌ବିବିଏସ୍‌ ଓ ୫୦ଟି ବିଡିଏସ୍‌ ସିଟ୍‌ ରହିଛି। ସେହିପରି ଘରୋଇ ମେଡିକାଲ କଲେଜରେ ୨୦୦ ଏମ୍‌ବିବିଏସ୍‌ ଓ ୧୦୦ ବିଡିଏସ୍‌ ସିଟ୍‌ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story