ତେଜିବାରେ ଲାଗିଛି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତର ବିବାଦ

ଭୁବନେଶ୍ୱର: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପ୍ରସଙ୍ଗରେ ବିବାଦ ତେଜିବାରେ ଲାଗିଛି। ବୁର୍ଲା ପରେ ବ୍ରହ୍ମପୁର ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସଠିକ୍ କାଉନସେଲିଂ ଦାବିରେ ପିଲମାନେ ପ୍ଲାକାର୍ଡ ଧରି ଆଜି କଲେଜ୍ ଆଗରେ ଧାରଣା ଦେଇଥିଲେ। ସେପଟେ ବୁର୍ଲା ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀମାନେ ଏହି ପ୍ରସଙ୍ଗରେ ଗତ ୨ଦିନ ହେଲା ଶ୍ରେଣୀ ବର୍ଜନ କରି କଲେଜ ମୁଖ୍ୟ ଗେଟ୍ ଆଗରେ ଧାରଣାରେ ବସିଛନ୍ତି। ବର୍ତ୍ତମାନ ପିଲାଙ୍କ ପାଇଁ ଏଠାରେ ପଢ଼ିବା ପାଇଁ […]

medical

medical

Rakesh Mallick
  • Published: Tuesday, 24 November 2015
  • Updated: 24 November 2015, 03:32 PM IST

ଭୁବନେଶ୍ୱର: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପ୍ରସଙ୍ଗରେ ବିବାଦ ତେଜିବାରେ ଲାଗିଛି। ବୁର୍ଲା ପରେ ବ୍ରହ୍ମପୁର ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସଠିକ୍ କାଉନସେଲିଂ ଦାବିରେ ପିଲମାନେ ପ୍ଲାକାର୍ଡ ଧରି ଆଜି କଲେଜ୍ ଆଗରେ ଧାରଣା ଦେଇଥିଲେ।

ସେପଟେ ବୁର୍ଲା ମେଡିକାଲ୍ କଲେଜ୍ ଛାତ୍ରଛାତ୍ରୀମାନେ ଏହି ପ୍ରସଙ୍ଗରେ ଗତ ୨ଦିନ ହେଲା ଶ୍ରେଣୀ ବର୍ଜନ କରି କଲେଜ ମୁଖ୍ୟ ଗେଟ୍ ଆଗରେ ଧାରଣାରେ ବସିଛନ୍ତି। ବର୍ତ୍ତମାନ ପିଲାଙ୍କ ପାଇଁ ଏଠାରେ ପଢ଼ିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବା ବେଳେ ଅଧିକ ପିଲାଙ୍କ ଥଇଥାନ ନିଷ୍ପତ୍ତିକୁ ସେମାନେ ଦୃଢ଼ ବିରୋଧ କରିଛନ୍ତି। ସେହିପରି ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲ୍ କଲେଜ୍ ପିଲାମାନେ ଆଜି ମାଷ୍ଟରକ୍ୟାଣ୍ଟିନରୁ ଲୋୟର ପିଏମଜି ପର୍ଯ୍ୟନ୍ତ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପଯୁକ୍ତ କାଉନସେଲିଂ ମାଧ୍ୟମରେ ସରକାରୀ ମେଡିକାଲ କଲେଜରେ ସିଟ୍ ପୂରଣ ପାଇଁ ସେମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story