ଧର୍ମେନ୍ଦ୍ରଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ଘଟଣାକୁ ନେଇ ତେଜୁଛି ଅମଲାଙ୍କ ବିରୋଧ

ଜୟପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଗତକାଲି ୧୧ କିରାଣିଙ୍କୁ ଜିଲ୍ଲାପାଳ ବଦଳି କରିବା ପରେ ଏହି ବିବାଦ ଉଗ୍ରରୂପ ନେବାରେ ଲାଗିଛି। ଏହାକୁ ଅମଲା ସଂଘ ବିରୋଧ କରିବା ସହ ଏପରି କାର୍ଯ୍ୟାନୁଷ୍ଠାନ ଆକ୍ରୋଶମୂଳକ ବୋଲି ଅଭିଯୋଗ କରିଛି। ଏହାସହ ଆଦେଶକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କରାଯିବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ସଂଘ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି। […]

koraput

koraput

Rakesh Mallick
  • Published: Wednesday, 01 March 2017
  • Updated: 01 March 2017, 06:56 PM IST

Sports

Latest News

ଜୟପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ଗତକାଲି ୧୧ କିରାଣିଙ୍କୁ ଜିଲ୍ଲାପାଳ ବଦଳି କରିବା ପରେ ଏହି ବିବାଦ ଉଗ୍ରରୂପ ନେବାରେ ଲାଗିଛି। ଏହାକୁ ଅମଲା ସଂଘ ବିରୋଧ କରିବା ସହ ଏପରି କାର୍ଯ୍ୟାନୁଷ୍ଠାନ ଆକ୍ରୋଶମୂଳକ ବୋଲି ଅଭିଯୋଗ କରିଛି। ଏହାସହ ଆଦେଶକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କରାଯିବା ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ସଂଘ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି।

ସୂଚନାଯୋଗ୍ୟ, ଧର୍ମେନ୍ଦ୍ରଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ଘଟଣାରେ ଗତ ୧୪ ତାରିଖରେ ଜିଲ୍ଲାପାଳଙ୍କ ଅଫିସ୍‌ର କିରାଣି କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ନିଲମ୍ବନ କରାଯାଇଥିଲା। ଏହାର ପ୍ରତିବାଦରେ ଆନ୍ଦୋଳନ ତୀବ୍ର ହେବାରୁ ପୁଣି ୧୦ ଜଣ କିରାଣିଙ୍କୁ ନିଲମ୍ବନ କରାଯିବା ସହ ସଂଘଣ ସଭାପତି ଓ ସମ୍ପାଦକଙ୍କୁ ବଦଳି କରାଯାଇଥିଲା। ତେବେ କୃଷ୍ଣଚନ୍ଦ୍ରଙ୍କ ସମେତ ନିଲମ୍ବନ ହୋଇଥିବା ୧୧ ଜଣ କିରାଣିଙ୍କ ଜିଲ୍ଲାପାଳ ପୁନଃ ଅବସ୍ଥାପିତ କରିବା ସହ ଅନ୍ୟତ୍ର ବଦଳି କରିଦେଇଥିଲେ। ଯାହାକୁ ଅମଲା ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story