ତେଲେଙ୍ଗାନା ବନ୍ୟାରେ ଫସିଥିବା ୯ ଓଡ଼ିଆ ଶ୍ରମିକ ଉଦ୍ଧାର

ଭୁବନେଶ୍ୱର: ତେଲେଙ୍ଗାନାର ମେଦକ ଜିଲ୍ଲା ଅନ୍ତର୍ଗତ ଇଦୁପାୟାଲରେ ଗତ ଶୁକ୍ରବାର ସନ୍ଧ୍ୟାରୁ ବନ୍ୟାରେ ଫସି  ରହିଥିବା ୨୪ ଜଣ ଶ୍ରମିକଙ୍କୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଆଜି ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୯ ଜଣ ଓଡ଼ିଆ ଶ୍ରମିକ ଅଛନ୍ତି। ଓଡ଼ିଶାର ଉଦ୍ଧାର ଶ୍ରମିକମାନେ ମାଲକାନଗିରି ଜିଲ୍ଲାର ବୋଲି ମେଦକ ଏଡିଏମ୍ ଦୟାନନ୍ଦ ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଓଡ଼ିଶା ଓ ଉତ୍ତରପ୍ରବେଶର ଏହି ଶ୍ରମିକମାନେ ମଞ୍ଜରୀ ନଦୀରେ ନିର୍ମାଣଧୀନ ଏକ ଚେକ୍‌ଡ୍ୟାମ୍ କାର୍ଯ୍ୟରେ ୧୫ ଦିନ ହେବ ନିୟୋଜିତ […]

labour

labour

Rakesh Mallick
  • Published: Sunday, 25 September 2016
  • Updated: 25 September 2016, 07:35 PM IST

Sports

Latest News

labourଭୁବନେଶ୍ୱର: ତେଲେଙ୍ଗାନାର ମେଦକ ଜିଲ୍ଲା ଅନ୍ତର୍ଗତ ଇଦୁପାୟାଲରେ ଗତ ଶୁକ୍ରବାର ସନ୍ଧ୍ୟାରୁ ବନ୍ୟାରେ ଫସି  ରହିଥିବା ୨୪ ଜଣ ଶ୍ରମିକଙ୍କୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଆଜି ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୯ ଜଣ ଓଡ଼ିଆ ଶ୍ରମିକ ଅଛନ୍ତି। ଓଡ଼ିଶାର ଉଦ୍ଧାର ଶ୍ରମିକମାନେ ମାଲକାନଗିରି ଜିଲ୍ଲାର ବୋଲି ମେଦକ ଏଡିଏମ୍ ଦୟାନନ୍ଦ ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଓଡ଼ିଶା ଓ ଉତ୍ତରପ୍ରବେଶର ଏହି ଶ୍ରମିକମାନେ ମଞ୍ଜରୀ ନଦୀରେ ନିର୍ମାଣଧୀନ ଏକ ଚେକ୍‌ଡ୍ୟାମ୍ କାର୍ଯ୍ୟରେ ୧୫ ଦିନ ହେବ ନିୟୋଜିତ ଥିଲେ। ପ୍ରବଳବର୍ଷା ଯୋଗୁଁ ନଦୀରେ ହଠାତ ବନ୍ୟା ଆସିଯିବା ଫଳରେ ସେମାନେ ଏକ ମନ୍ଦିରରେ ଆଶ୍ରୟ ନେଇଥିଲେ। ଖରାପ ପାଗ ଯୋଗୁଁ ଏମାନଙ୍କୁ ଉଦ୍ଧାର କରାଯାଇପାରୁ ନ ଥିଲା। ଫଳରେ ସେମାନେ ଫସି ରହିଥିଲେ। ଏନ୍‌ଡିଆରଏଫ୍‌ ଟିମ୍‌ ଆଜି ବାୟୁସେନା ହେଲିକପ୍ଟର ସାହାଯ୍ୟରେ ଏମାନଙ୍କୁ ଉଦ୍ଧାର କରିଛି।”

ଉଦ୍ଧାର ପାଇଥିବା ଜଣେ ଶ୍ରମିକ କହିଛନ୍ତି,“ପାଖାପାଖି ୪୮ ଘଣ୍ଟା ଧରି ଆମେ ପାଣି ମଧ୍ୟରେ ରହିଥିଲୁ। ଯେଉଁସ୍ଥିତିରେ ଆମେ ଥିଲୁ ଯଦି ପାଣିର ସ୍ତର ବୃଦ୍ଧି ପାଇଥାନ୍ତା ତେବେ ଆମକୁ ବହୁତ ଅସୁବିଧା ହୋଇଥାନ୍ତା। ଆମର ଦୁଇ ପଟରେ ପାଣିର ସ୍ତର ବୃଦ୍ଧିପାଉଥିବାରୁ ଆମର ଫେରିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଆମକୁ ଆଜି ବାୟୁସେନାର ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଇଛି।”

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୪ ଦିନ ହେଲା ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ପ୍ରବଳ ବର୍ଷା ଲାଗି ରହିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story