କର୍ମୀ ସମ୍ମିଳନୀରେ ଆକ୍ରମଣର ଶିକାର ତେଲକୋଇ ବିଧାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର  

କଟକ: ଦଳୀୟ କର୍ମୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ତେଲକୋଇ ବିଧାୟକ ବେଦବ୍ୟାସ ନାୟକ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଟ୍ରମା କେୟାର ଆଇସିୟୁର ୩ ନମ୍ବର ବେଡ୍‌ରେ  ସେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।  ତାଙ୍କୁ ଆସନ୍ତାକାଲି ଡିସଚାର୍ଜ କରାଯାଇପାରେ। ପାଟଣା ବିଧାୟକ ହୃଷିକେଶ ନାୟକ କହିଛନ୍ତି,“ବେଦବ୍ୟାସ  ନାୟକ ଏସସିବି ମେଡିକାଲର ଆଇସିୟୁର ୩ ନମ୍ବର ବେଡ୍‌ରେ ଚିକିତ୍ସିତ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟାଅବସ୍ଥା ଭଲ ରହିଛି। ଡାକ୍ତରଙ୍କ ପରାମର୍ଶ […]

vedavyas

vedavyas

Rakesh Mallick
  • Published: Monday, 29 August 2016
  • Updated: 29 August 2016, 03:19 PM IST

Sports

Latest News

vedavyasକଟକ: ଦଳୀୟ କର୍ମୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ତେଲକୋଇ ବିଧାୟକ ବେଦବ୍ୟାସ ନାୟକ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଟ୍ରମା କେୟାର ଆଇସିୟୁର ୩ ନମ୍ବର ବେଡ୍‌ରେ  ସେ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି।  ତାଙ୍କୁ ଆସନ୍ତାକାଲି ଡିସଚାର୍ଜ କରାଯାଇପାରେ।

ପାଟଣା ବିଧାୟକ ହୃଷିକେଶ ନାୟକ କହିଛନ୍ତି,“ବେଦବ୍ୟାସ  ନାୟକ ଏସସିବି ମେଡିକାଲର ଆଇସିୟୁର ୩ ନମ୍ବର ବେଡ୍‌ରେ ଚିକିତ୍ସିତ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟାଅବସ୍ଥା ଭଲ ରହିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରାଯିବ। ଏହା ବହୁତ ଦୁଃଖଦାୟକ ଘଟଣା। ଜଣେ ବିଧାୟକଙ୍କୁ କର୍ମୀ ସମ୍ମିଳନୀରେ ମାଡ଼ ମାରିବା ଠିକ୍‌ ନୁହେଁ। ବେଦବ୍ୟାସ ବାବୁ ଭଲ ହେଲା ପରେ ଏହି ଘଟଣାକୁ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ।”

ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଆଜି ତାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ।

ଗତକାଲି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଗୁଣ୍ଡିଚାଘାଗିରେ ବିଜେଡି କର୍ମୀ ସମ୍ମିଳନୀ ଚାଲିଥିବା ବେଳେ କେତେକ ଯୁବକ ଷ୍ଟେଜ୍‌ଉପରେ ଚଢ଼ି ବିଧାୟକ ବେଦବ୍ୟାସ ନାୟକଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଗତକାଲି ହରିଚନ୍ଦନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story