ବଢୁଛି ତାପମାତ୍ରା: ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଛି ତାପମାତ୍ରା। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଟାଣ ଖରାରେ ଛଟପଟ ହେଲେଣି ଲୋକେ। ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ଥିଲା ୩୯.୭ ଡିଗ୍ରୀ ସେଲସିୟସ୍। ତା’ ତଳକୁ ଥିଲା ଟିଟିଲାଗଡ଼। ଟିଟିଲାଗଡ଼ରେ ୩୯ ଡିଗ୍ରୀ ତାପମାତ୍ରା ଥିଲା। ରାଜଧାନୀ ଭୁବନେଶ୍ୱର ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ରାଜ୍ୟର ୧୩ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ଥିଲା। ଦିନ ୧୧ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହେଉଛି। ମଧ୍ୟାହ୍ନରେ […]

temperature

temperature

Rakesh Mallick
  • Published: Sunday, 04 March 2018
  • Updated: 04 March 2018, 10:41 AM IST

Sports

Latest News

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଛି ତାପମାତ୍ରା। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଟାଣ ଖରାରେ ଛଟପଟ ହେଲେଣି ଲୋକେ। ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ଥିଲା ୩୯.୭ ଡିଗ୍ରୀ ସେଲସିୟସ୍। ତା’ ତଳକୁ ଥିଲା ଟିଟିଲାଗଡ଼। ଟିଟିଲାଗଡ଼ରେ ୩୯ ଡିଗ୍ରୀ ତାପମାତ୍ରା ଥିଲା। ରାଜଧାନୀ ଭୁବନେଶ୍ୱର ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ରାଜ୍ୟର ୧୩ଟି ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ଥିଲା।

ଦିନ ୧୧ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହେଉଛି। ମଧ୍ୟାହ୍ନରେ ଝାଞ୍ଜି ପବନ ବୋହୁଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story