ପୁରୀ: ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଉତ୍ତେଜନା

ପୁରୀ: ଏକ ନବଜାତ ଶିଶୁର ମୃତ୍ୟକୁ ନେଇ ପୁରୀରେ ଏକ ବେସରକାରୀ ନର୍ସିଂହୋମ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଘଟଣାର ତଦନ୍ତ କରାଯାଇ ନର୍ସିଂହୋମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସିଡିଏମ୍ଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୋଗ ଆସିବା ପରେ […]

Rakesh Mallick
  • Published: Tuesday, 10 October 2017
  • Updated: 10 October 2017, 05:12 PM IST

Sports

Latest News

ପୁରୀ: ଏକ ନବଜାତ ଶିଶୁର ମୃତ୍ୟକୁ ନେଇ ପୁରୀରେ ଏକ ବେସରକାରୀ ନର୍ସିଂହୋମ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ଚିକିତ୍ସା ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଘଟଣାର ତଦନ୍ତ କରାଯାଇ ନର୍ସିଂହୋମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପରିବାର ଲୋକେ ଦାବି କରିଛନ୍ତି।

ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସିଡିଏମ୍ଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଅଭିଯୋଗ ଆସିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗ ଅନୁଯାୟୀ, ପୁରୀ କାଳିକାଦେବୀ ସାହିର ପ୍ରସୂତୀ ସଙ୍ଗୀତା ପାଢୀ ପୁରୀ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ। ନିଶ୍ଚେତକ ଡାକ୍ତର ନଥିବା କହି ସଙ୍ଗୀତାଙ୍କୁ ଅନ୍ୟା ଡାକ୍ତରଖାନାକୁ ରେଫର କରାଯାଇଥିଲା। ପରେ ଜଣେ ଦଲାଲ ତାଙ୍କୁ ବଡ ଡାକ୍ତରଖାନା ନିକଟସ୍ଥ ଶିବାନନ୍ଦ ନର୍ସିଂହୋମକୁ ଯିବାକୁ କହିଥିଲେ। ସେଠାରେ ସଙ୍ଗୀତା ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ପରେ ପେଡିଆଟ୍ରିକ ଡାକ୍ତର ନଥିବା କହି ଶିଶୁପୁତ୍ରର ଚିକିତ୍ସା କରା ନଯିବାରୁ ଶିଶୁର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

https://www.youtube.com/watch?v=F0BmjZozJV8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story