ପାଣି ଭର୍ତ୍ତି ଗାତରେ ପଡ଼ି ୫ବର୍ଷର ଶିଶୁପୁତ୍ର ମୃତ

ନୀଳଗିରି(ଓଡ଼ିଶା ରିପୋର୍ଟର): ବର୍ଷାପାଣି ଭର୍ତ୍ତି ଗାତରେ ପଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ବେଗୁନିଆ ଗାଁରେ। ମୃତ ଶିଶୁ ପୁତ୍ରକୁ ୫ବର୍ଷ ହୋଇଥିଲା। ବେଗୁନିଆ ଗାଁରେ ମେଗା ପ୍ରକଳ୍ପ କାମ ଚାଲିଥିବାରୁ ଗାତ ଗୁଡ଼ିକ ଖୋଳା ଯାଇଥିଲା। ଲଗାଣ ବର୍ଷା ଯୋଗୁ ଏହି ଗାତରେ ପାଣି ପଶିଯାଇଥିଲା।  ଆଜି ସକାଳେ ଶିଶୁଟି ଗାତ ନିକଟରେ ଖେଳୁଥିବା ସମୟରେ ସେହି ଗାତରେ ପଡ଼ି ଯାଇଥିଲା। ପରିବାର ଲୋକେ ପିଲାଟିକୁ […]

baby

baby

Tapaswini Nayak
  • Published: Thursday, 18 August 2022
  • Updated: 18 August 2022, 02:10 PM IST

Sports

Latest News

ନୀଳଗିରି(ଓଡ଼ିଶା ରିପୋର୍ଟର): ବର୍ଷାପାଣି ଭର୍ତ୍ତି ଗାତରେ ପଡ଼ି ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ବେଗୁନିଆ ଗାଁରେ। ମୃତ ଶିଶୁ ପୁତ୍ରକୁ ୫ବର୍ଷ ହୋଇଥିଲା।

ବେଗୁନିଆ ଗାଁରେ ମେଗା ପ୍ରକଳ୍ପ କାମ ଚାଲିଥିବାରୁ ଗାତ ଗୁଡ଼ିକ ଖୋଳା ଯାଇଥିଲା। ଲଗାଣ ବର୍ଷା ଯୋଗୁ ଏହି ଗାତରେ ପାଣି ପଶିଯାଇଥିଲା।  ଆଜି ସକାଳେ ଶିଶୁଟି ଗାତ ନିକଟରେ ଖେଳୁଥିବା ସମୟରେ ସେହି ଗାତରେ ପଡ଼ି ଯାଇଥିଲା। ପରିବାର ଲୋକେ ପିଲାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଶିଶୁପୁତ୍ରଟିକୁ ମୃତ ଘୋଷଣା କରିଥିଲେ।

ଠିକାଦାର ସେହି ଗାତରେ ଜାଲ ଦେଇ ନଥିଲେ। ଠିକାଦାରଙ୍କ ଅବହେଳା ଯୋଗୁ ଶିଶୁପୁତ୍ରର ଜୀବନ ଯାଇଛି ବୋଲି  ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଏହାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖା ଯାଇଛି। ଏପର୍ଯ୍ୟନ୍ତ କୌଣସି ପ୍ରଶାସିନିକ ଅଧିକାରୀ ମୃତ ଶିଶୁର ପରିବାର ଲୋକଙ୍କ ପାଖରେ ପହଞ୍ଚି ପାରି ନାହାନ୍ତି।

କଟକ ଜିଲ୍ଲା ଆଠଗଡ଼ରେ ବନ୍ୟା ପାଣିରେ ଗାଧୋଉଥିବା ବେଳେ ୫ ନାବାଳକ ଭାସିଯାଇଥିଲେ।  ସେମାନଙ୍କ ମଧ୍ୟରୁ ୪ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣଙ୍କର ପତ୍ତା ମିଳି ନ ଥିଲା।  ଗ୍ରାମବାସୀ ବହୁ ଖୋଜାଖୋଜି କରି ନାବାଳକଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story