ଶାନ୍ତ ହେଉଛି ଭଦ୍ରକ ସହର; ୧୪୪ ଧାରା ବଳବତ୍ତର

ଭଦ୍ରକ: ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଧାର୍ମିକ ମନ୍ତବ୍ୟକୁ ନେଇ ଭଦ୍ରକ ସହରରେ ଗତକାଲି ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତିରେ ଉନ୍ନତି ଘଟୁଛି। ଆଜି ସକାଳେ ସହରର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲିଛି। ବସ୍‌ ଚଳାଚଳ ସ୍ୱାଭାବିକ ରହିଛି। ମାତ୍ର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏବେ ମଧ୍ୟ ସହରରେ ୧୪୪ ଧାରା ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଅନ୍ୟପକ୍ଷରେ ଘଟଣାର ସମାଧାନ ପାଇଁ ଆଜି ଦିନ […]

bhadrak curfu

bhadrak curfu

Rakesh Mallick
  • Published: Friday, 07 April 2017
  • Updated: 07 April 2017, 12:32 PM IST

Sports

Latest News

ଭଦ୍ରକ: ସୋସିଆଲ ମିଡ଼ିଆରେ ଆପତ୍ତିଜନକ ଧାର୍ମିକ ମନ୍ତବ୍ୟକୁ ନେଇ ଭଦ୍ରକ ସହରରେ ଗତକାଲି ସୃଷ୍ଟି ହୋଇଥିବା ଉତ୍ତେଜନା ପରିସ୍ଥିତିରେ ଉନ୍ନତି ଘଟୁଛି। ଆଜି ସକାଳେ ସହରର ବିଭିନ୍ନ ସ୍ଥାନରେ ଦୋକାନ ବଜାର ଖୋଲିଛି। ବସ୍‌ ଚଳାଚଳ ସ୍ୱାଭାବିକ ରହିଛି। ମାତ୍ର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏବେ ମଧ୍ୟ ସହରରେ ୧୪୪ ଧାରା ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିଛନ୍ତି। ଅନ୍ୟପକ୍ଷରେ ଘଟଣାର ସମାଧାନ ପାଇଁ ଆଜି ଦିନ ୧୧ଟାରେ ବସିବାକୁ ଥିବା ଶାନ୍ତି କମିଟି ବୈଠକ ୨ଟାରେ ବସିବ ।

ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପ୍ରତିବାଦରେ ଗତକାଲି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ସେନା ପକ୍ଷରୁ ଭଦ୍ରକ ଟାଉନ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶହଶହ କର୍ମୀ ମୁଖ୍ୟରାସ୍ତା ଅବରୋଧ କରି ଟାୟାର ଜାଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story