ଭୁଲ୍‌ ଇଞ୍ଜେସନ୍‌ ଯୋଗୁ ନାବାଳକର ମୃତ୍ୟୁ ଅଭିଯୋଗ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଭୁଲ ଇଞ୍ଜେକସନ ଦେବା ଯୋଗୁ ଗଞ୍ଜାମ ଜିଲ୍ଲା ଗେଟ୍‌ ବଜ଼ାରସ୍ଥିତ ଅମିତ ହସ୍‌ପିଟାଲରେ ଗତକାଲି ଜଣେ ବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତର ଭୁଲ୍‌ ଇଞ୍ଜେସନ୍‌ ଦେବା ଯୋଗୁ ପିଲାଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ସହ ପାଟିତୁଣ୍ଡ କରିଥିଲେ। ଏନେଇ ପରିବାର ଲୋକେ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ମୃତ ବାଳକଙ୍କ ନାଁ ନାଗରାଜ୍ ସେଠୀ(୧୧) […]

hhhhhhhhhoooo

hhhhhhhhhoooo

Tapaswini Nayak
  • Published: Saturday, 31 August 2019
  • Updated: 31 August 2019, 07:56 AM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଭୁଲ ଇଞ୍ଜେକସନ ଦେବା ଯୋଗୁ ଗଞ୍ଜାମ ଜିଲ୍ଲା ଗେଟ୍‌ ବଜ଼ାରସ୍ଥିତ ଅମିତ ହସ୍‌ପିଟାଲରେ ଗତକାଲି ଜଣେ ବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ମେଡ଼ିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତର ଭୁଲ୍‌ ଇଞ୍ଜେସନ୍‌ ଦେବା ଯୋଗୁ ପିଲାଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିବା ସହ ପାଟିତୁଣ୍ଡ କରିଥିଲେ। ଏନେଇ ପରିବାର ଲୋକେ ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ।

ମୃତ ବାଳକଙ୍କ ନାଁ ନାଗରାଜ୍ ସେଠୀ(୧୧) । ସେ ଗେଟ ବଜାର ଅଞ୍ଚଳର ମାଲେଶ ସେଠୀଙ୍କ ପୁଅ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୨ ତାରିଖରେ ନାଗରାଜଙ୍କ ଗଳା ଫୁଲିଯାଇଥିଲା। ପରିବାର ଲୋକେ ପ୍ରଥମେ ତାକୁ ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ  ଗେଟ୍‌ ବଜ଼ାର ସ୍ଥିତ ଅମିତ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପିଲାଟି ଚିକିତ୍ସାଧୀନ ହୋଇ ସୁସ୍ଥ ଅବସ୍ଥାକୁ ଫେରି ଆସିଥିଲା। ଚିକିତ୍ସା ପରେ ପିଲାଟି ଗୁରୁବାର ଦିନଚଲା ବୁଲା କରୁଥିଲା।

 ଗତକାଲି  ଡାକ୍ତର ଆସି ପିଲାଟିକୁ  ଏକ ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ଦେବାର କିଛି ସମୟ ପରେ ବାଳକଟି  ଯନ୍ତ୍ରଣାରେ ଛଟପଟ ହୋଇଥିଲା। ଏହାପରେ ତାର ମୃତ୍ୟୁ ଘଟିଥିଲା। ପିଲାଟିକୁ ଭୁଲ୍ ଇଞ୍ଜେକସନ୍‌ ଦେବା ଯୋଗୁ ତାର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ ଓ ଡାକ୍ତରଖାନାରେ ପାଟିତୁଣ୍ଡ କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ପୁଲିସ୍‌ ମୃତଦେହ ବ୍ୟବଚ୍ଛେଦ ପାଇଁ ଏମ୍‌କେସିଜି ମେଡିକାଲକୁ ପଠାଇଛି। ଏ ସମ୍ପର୍କରେ ପିଲାଟିର ଚିକିତ୍ସା କରୁଥିବା ଡାକ୍ତରଙ୍କର କୌଣସି ମତାମତ ମିଳିପାରି ନାହିଁ।

ଗଞ୍ଜାମ ଏସ୍‌ପି କହିଛନ୍ତି ଯେ, ଅମିତ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଲାଟି ର ମୃତ୍ୟୁ ହୋଇଛି। ଏନେଇ ପରିବାର ଲୋକଙ୍କ ଅଭିଯୋଗକ୍ରମେ  ଟାଉନ ଥାନାରେ ଡାକ୍ତରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼  କାର୍ଯ୍ୟାନୁଷ୍ଠାନ ନିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story