ସ୍ୱାବ ରିପୋର୍ଟ ଦେଖାଅ, ଆମେ ହସପିଟାଲକୁ ଯିବୁ

ପୁରୀ (ଓଡ଼ିଶା ରିପୋର୍ଟର): କରୋନା ଟେଷ୍ଟକୁ ନେଇ ପୁରୀ ପେଣ୍ଠକଟାରେ ଉତ୍ତେଜନା ପ୍ରକାଶ ପାଇଛି।  କରୋନା ସ୍ୱାବ୍ ରିପୋର୍ଟ ଦେଖିବାକୁ ଲୋକେ ଅଡ଼ି ବସିଛନ୍ତି। ରିପୋର୍ଟ ନ ଦେଖିବା ଯାଏ ହସ୍ପିଟାଲ ଯିବେ ନାହିଁ ବୋଲି କହିଛନ୍ତି। ଅଭିଯୋଗ ଅନୁସାରେ, ଗତକାଲି ପେଣ୍ଠକଟାରୁ କିଛି ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଗତକାଲି ରାତିରେ ଆଶାକର୍ମୀ ଓ ଏଏନଏମ୍ କର୍ମଚାରୀ  କରୋନା ଆକ୍ରାନ୍ତଙ୍କୁ ଆଣି ହସପିଟାଲରେ ଭର୍ତ୍ତି କରିବା ପାଇଁ ପେଣ୍ଠକଟା ଯାଇଥିଲେ।  ହେଲେ ସେଠାରେ […]

puri88

puri88

Tapaswini Nayak
  • Published: Sunday, 26 July 2020
  • Updated: 26 July 2020, 04:43 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): କରୋନା ଟେଷ୍ଟକୁ ନେଇ ପୁରୀ ପେଣ୍ଠକଟାରେ ଉତ୍ତେଜନା ପ୍ରକାଶ ପାଇଛି।  କରୋନା ସ୍ୱାବ୍ ରିପୋର୍ଟ ଦେଖିବାକୁ ଲୋକେ ଅଡ଼ି ବସିଛନ୍ତି। ରିପୋର୍ଟ ନ ଦେଖିବା ଯାଏ ହସ୍ପିଟାଲ ଯିବେ ନାହିଁ ବୋଲି କହିଛନ୍ତି।

ଅଭିଯୋଗ ଅନୁସାରେ, ଗତକାଲି ପେଣ୍ଠକଟାରୁ କିଛି ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଗତକାଲି ରାତିରେ ଆଶାକର୍ମୀ ଓ ଏଏନଏମ୍ କର୍ମଚାରୀ  କରୋନା ଆକ୍ରାନ୍ତଙ୍କୁ ଆଣି ହସପିଟାଲରେ ଭର୍ତ୍ତି କରିବା ପାଇଁ ପେଣ୍ଠକଟା ଯାଇଥିଲେ।  ହେଲେ ସେଠାରେ ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ରିପୋର୍ଟ ନ ଦେଖିବା ଯାଏ, ଆମେ ମେଡିକାଲ ଯିବୁ ନାହିଁ ବୋଲି ଜିଦ୍‌ ଧରିଥିଲେ।

ଏଥିସହ ଆଶା କର୍ମୀ ଓ ଏଏନଏମ୍  ଦିଦିଙ୍କୁ ମଧ୍ୟ ମାଡ଼ ମାରି ବିଦା କରି ଦେଇଥିଲେ। ଆଜି ଏହି ଘଟଣାକୁ ନେଇ ପେଣ୍ଠକଟାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶହ ଶହ ମହିଳା ‌ଆଜି ରାସ୍ତା ଉପରକୁ ଆସି ଆନ୍ଦୋଳନ କରିଥିଲେ।  ପୁଲିସ୍ ଓ  ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି  ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ସହ ବୁଝାସୁଝା କରିଥିଲେ। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ପୁଲିସ୍‌ ମୁତୟନ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story