କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ନବନିଯୁକ୍ତ ନିର୍ଦ୍ଦେଶକଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ। ଦୁର୍ବ୍ୟବହାର କରିବା ସହ ଦରମା କାଟୁଥିବା ଅଭିଯୋଗରେ ନିର୍ଦ୍ଦେଶକଙ୍କ ଅଫିସ୍ ଆଜି ଘେରାଉ କରିଛନ୍ତି ବିକ୍ଷୋଭକାରୀ। ଏହାସହିତ ମାସିକ ୧୦ ହଜାର ଟଙ୍କା ଏବଂ କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ଦାବି କରିଛନ୍ତି କର୍ମଚାରୀ। ଜଣେ ମହିଳା ସଫେଇ କର୍ମଚାରୀ କହିଛନ୍ତି,“ ଆମକୁ ମାସିକ ଦରମା ଛଅ ହଜାର ଟଙ୍କା ଦିଆଯାଉଛି। ହେଲେ ୧୦ ହଜାର ଟଙ୍କା ଦିଆଯାଉଛି […]

88888888888888

88888888888888

Tapaswini Nayak
  • Published: Monday, 22 June 2020
  • Updated: 22 June 2020, 02:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲର ନବନିଯୁକ୍ତ ନିର୍ଦ୍ଦେଶକଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ। ଦୁର୍ବ୍ୟବହାର କରିବା ସହ ଦରମା କାଟୁଥିବା ଅଭିଯୋଗରେ ନିର୍ଦ୍ଦେଶକଙ୍କ ଅଫିସ୍ ଆଜି ଘେରାଉ କରିଛନ୍ତି ବିକ୍ଷୋଭକାରୀ। ଏହାସହିତ ମାସିକ ୧୦ ହଜାର ଟଙ୍କା ଏବଂ କାୟାକଳ୍ପରେ ମିଳିଥିବା ଟଙ୍କା ଦେବାକୁ ଦାବି କରିଛନ୍ତି କର୍ମଚାରୀ।

ଜଣେ ମହିଳା ସଫେଇ କର୍ମଚାରୀ କହିଛନ୍ତି,“ ଆମକୁ ମାସିକ ଦରମା ଛଅ ହଜାର ଟଙ୍କା ଦିଆଯାଉଛି। ହେଲେ ୧୦ ହଜାର ଟଙ୍କା ଦିଆଯାଉଛି ବୋଲି ନିର୍ଦ୍ଦେଶକ କହିଛନ୍ତି। ଆମେ ଦାବି କରୁଛୁ ଆମକୁ ୧୦ ହଜାର ଟଙ୍କା ସହ କାୟାକଳ୍ପ ଓ କରୋନା ଟଙ୍କା ଦିଆଯାଉ। ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଆନ୍ଦୋଳନରୁ ହଟିବୁ ନାହିଁ। ”

ସେପଟେ ନିର୍ଦ୍ଦେଶକ ଏଲ୍.ଡି.ସାହୁ କହିଛନ୍ତି ଯେ କର୍ମଚାରୀଙ୍କ ସହ ଆଲୋଚନା ଜାରି ରହିଛି। ସଫେଇ କର୍ମଚାରୀମାନେ ଆଉଟ୍ ସୋର୍ସିଂ ଅଧୀନରେ କାମ କରୁଥିବା ବେଳେ ସରକାରଙ୍କ ଗାଇଡ ଲାଇନ୍ ଅନୁସାରେ ସେମାନଙ୍କୁ କରୋନା ଟଙ୍କା ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story