ଜିପସମ୍ ପରିବହନକୁ ନେଇ ବିବାଦ

ପାରାଦୀପ (ଓଡ଼ିଶା ରିପୋର୍ଟର): ଜଗତିଂହପୁର ଜିଲ୍ଲା ପାରାଦୀପସ୍ଥିତ ଇଫକୋରୁ ଜିପସମ୍ ପରିବହନକୁ ନେଇ ଘନେଇବାରେ ଲାଗିଛି ବିବାଦ। ଜିପସମ୍ ପରିବହନ କରୁଥିବା କଂପାନୀର ୩ଟି ଟ୍ରକକୁ ଗତକାଲି ରାତିରୁ ଅଟକ ରଖିଛନ୍ତି ପାରାଦୀପର ୩ଟି ଯାକ ଟ୍ରକ ମାଲିକ ସଂଘ (ଜେସିସି)। ଉତ୍ତେଜନା ଆଶଙ୍କାରେ ବ୍ୟାପକ ପୁଲିସ ମୁତୟନ ହୋଇଥିବା ବେଳେ ପାରାଦୀପ ଅତିରିକ୍ତ ଏସପି ଓ ଥାନାଧିକାକାରୀ  ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ସୁଚନା ମୁତାବକ, ପାରାଦୀପସ୍ଥିତ ଇଫକୋ ସାର କାରଖାନାରୁ ନିର୍ଗୁଣ୍ଡି ରେଳଷ୍ଟେସନ ଯାଏ  […]

paradip-1

paradip-1

Tapaswini Nayak
  • Published: Wednesday, 09 September 2020
  • Updated: 09 September 2020, 02:46 PM IST

Sports

Latest News

ପାରାଦୀପ (ଓଡ଼ିଶା ରିପୋର୍ଟର): ଜଗତିଂହପୁର ଜିଲ୍ଲା ପାରାଦୀପସ୍ଥିତ ଇଫକୋରୁ ଜିପସମ୍ ପରିବହନକୁ ନେଇ ଘନେଇବାରେ ଲାଗିଛି ବିବାଦ। ଜିପସମ୍ ପରିବହନ କରୁଥିବା କଂପାନୀର ୩ଟି ଟ୍ରକକୁ ଗତକାଲି ରାତିରୁ ଅଟକ ରଖିଛନ୍ତି ପାରାଦୀପର ୩ଟି ଯାକ ଟ୍ରକ ମାଲିକ ସଂଘ (ଜେସିସି)। ଉତ୍ତେଜନା ଆଶଙ୍କାରେ ବ୍ୟାପକ ପୁଲିସ ମୁତୟନ ହୋଇଥିବା ବେଳେ ପାରାଦୀପ ଅତିରିକ୍ତ ଏସପି ଓ ଥାନାଧିକାକାରୀ  ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

ସୁଚନା ମୁତାବକ, ପାରାଦୀପସ୍ଥିତ ଇଫକୋ ସାର କାରଖାନାରୁ ନିର୍ଗୁଣ୍ଡି ରେଳଷ୍ଟେସନ ଯାଏ  ଜିପସମ୍ ପରବହନ କରିବାକୁ ନିରାକାର କନଷ୍ଟ୍ରକସନ୍ ସଂସ୍ଥା କାମ ନେଇଛି। ହେଲେ ଏହି କାମକୁ ଜେସିସି କରିବ ବୋଲି ଅଡି ବସିଛି। କରୋନା ପରିସ୍ଥିତିରେ ସ୍ଥାନୀୟ ଟ୍ରକ୍ ମାଲିକ ହାତ ବାନ୍ଧି ବସିଥିବା ବେଳେ ବାହାର ଗାଡି କିପରି କାମ ପାଇବେ ବୋଲି ଜେସିସି କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି ।  ଏହା ପ୍ରତିବାଦରେ ଶତାଧିକ ଲୋକ ଇଫକୋ ଫାଟକ ନିକଟରେ ରୁଣ୍ଡ ହୋଇଛନ୍ତି ।

ଅନ୍ୟପଟେ କାମ ପାଇବା ପରେ ଜେସିସିକୁ ପ୍ରଥମେ ପରିବହନ କରିବାକୁ ସୁଯୋଗ ଦିଆଯାଇଥିଲା। ମାତ୍ର ସେ ରାଜି ନ ହେବାରୁ ଅନ୍ୟଠାରୁ ଗାଡ଼ି ଆଣି କାମରେ ଲଗାଯାଇଥିବା ନିରାକାର କନଷ୍ଟ୍ରକସନ୍ ଏମଡି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story