ଆତଙ୍କବାଦୀଙ୍କ ଟାର୍ଗେଟରେ ଭୁବନେଶ୍ୱର! ମକ୍‌ଡ୍ରିଲ କଲା ଏସ୍‌ଟିୟୁ ଓ ଏସ୍‌ଓଜି   

ଭୁବନେଶ୍ୱର: ଆତଙ୍କବାଦୀଙ୍କ ଆକ୍ରମଣର କେମିତି କରାଯିବ ମୁକାବିଲା। ରାଜ୍ୟ ସଚିବାଳୟରେ ଏହାର ମକ୍ ଡ୍ରିଲ୍ କରିଛି ଓଡ଼ିଶା ପୋଲିସ ଓ ଏନ୍ଏସ୍‌ଜି କମାଣ୍ଡୋ। ଏସଟିୟୁ ଓ ଏସ୍ଓଜି ଟିମ୍ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସଚିବାଳୟରେ ପୋଲିସ ବେଶରେ ପଶିଥିବା ନକଲି ଆତଙ୍କବାଦୀଙ୍କୁ  ଅପରେସନ୍ ଇଗଲ କ୍ଲଜ ମାଧ୍ୟମରେ ନିପାତ କରିବାର କୌଶଳ ଦେଖାଇ ଥିଲେ ସୁରକ୍ଷାକର୍ମୀ। ରାଜ୍ୟ ସଚିବାଳୟରେ ଆତଙ୍କବାଦୀ ଅଛନ୍ତି। ଏଖର ପ୍ରଚାର ହେବା ପରେ ସେମାନଙ୍କୁ କାବୁ କରିବା ଲାଗି ଚାଲିଲା ଓଡ଼ିଶା […]

bbsr

bbsr

Rakesh Mallick
  • Published: Friday, 14 July 2017
  • Updated: 14 July 2017, 07:06 PM IST

Sports

Latest News

ଭୁବନେଶ୍ୱର: ଆତଙ୍କବାଦୀଙ୍କ ଆକ୍ରମଣର କେମିତି କରାଯିବ ମୁକାବିଲା। ରାଜ୍ୟ ସଚିବାଳୟରେ ଏହାର ମକ୍ ଡ୍ରିଲ୍ କରିଛି ଓଡ଼ିଶା ପୋଲିସ ଓ ଏନ୍ଏସ୍‌ଜି କମାଣ୍ଡୋ। ଏସଟିୟୁ ଓ ଏସ୍ଓଜି ଟିମ୍ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ସଚିବାଳୟରେ ପୋଲିସ ବେଶରେ ପଶିଥିବା ନକଲି ଆତଙ୍କବାଦୀଙ୍କୁ  ଅପରେସନ୍ ଇଗଲ କ୍ଲଜ ମାଧ୍ୟମରେ ନିପାତ କରିବାର କୌଶଳ ଦେଖାଇ ଥିଲେ ସୁରକ୍ଷାକର୍ମୀ।

ରାଜ୍ୟ ସଚିବାଳୟରେ ଆତଙ୍କବାଦୀ ଅଛନ୍ତି। ଏଖର ପ୍ରଚାର ହେବା ପରେ ସେମାନଙ୍କୁ କାବୁ କରିବା ଲାଗି ଚାଲିଲା ଓଡ଼ିଶା ପୋଲିସ ଓ ଏନ୍ଏସ୍‌ଜି କମାଣ୍ଡୋଙ୍କ ମିଳିତ ଅପରେସନ୍। ତେବେ ଏହି ଖବର ଶୁଣି ଚକିତ ହୁଅନ୍ତୁ ନାହିଁ। କାରଣ ଏହା ଅସଲି ଅପରେସନ୍ ନୁହେଁ। ସୁରକ୍ଷାକର୍ମୀ ତ ଅସଲି, ହେଲେ ଆତଙ୍କବାଦୀ ନକଲି। ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ହେଲେ କେମିତି ତା’ର ମୁକାବିଲା କରାଯାଇପାରିବ, ଅପରେସନ୍ ଅଗଲ କ୍ଲଜ୍ ମକ୍‌ଡ୍ରିଲ୍‌ ମାଧ୍ୟମରେ ଆଜି ତା’ର କୌଶଳ ଦେଖାଇଛନ୍ତି ଏନଏସ୍‌ଜି କମାଣ୍ଡୋ ଓ ଓଡ଼ିଶା ପୋଲିସର ଯବାନ। ସ୍ପେଶାଲ ଟ୍ୟାକ୍ଟିକାଲ ୟୁନିଟ୍-ଏସ୍‌ଟିୟୁ ଏବଂ ଏସ୍ଓଜି ଯବାନ ମଧ୍ୟ ଏହି ମକ୍ ଡ୍ରିଲ୍‌ରେ ସାମିଲ ହୋଇଥିଲେ। ଏହି ଅପରେସନ୍‌ରେ  ଆତଙ୍କବାଦୀ ପୋଲିସ ବେଶରେ ସଚିବାଳୟରେ ପଶିବା ସହ କିଛି ଭିଆଇପିଙ୍କୁ ମୁଣ୍ଡଜାମିନ୍ ରଖିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଅପରେସନ ଇଗଲ କ୍ଲଜ। ପ୍ରଥମେ ଓଡିଶା ପୋଲିସ, ସ୍ପେଶାଲ ଟାକଟିକାଲ ଯୁନିଟ ଓ ଏସ୍‌ଓଜି ଆରମ୍ଭ କଲେ ଅପରେସନ। ସବୁ ରାସ୍ତାକୁ ସିଲ କରି ପୁରା ସଚିବାଳୟକୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ରାଜୀବ ଭବନରେ ପ୍ରତିଷ୍ଠା ହେଲା ଅପରେସନ କଣ୍ଟ୍ରୋଲ ରୁମ୍‌। ସୁରକ୍ଷାକର୍ମୀ ପୋଜିସନ ନେବା ପରେ ଆରମ୍ଭ ହୋଇଥିଲା ଅପରେସନ। ଏହା ପରେ ସାମିଲ ହୋଇଥିଲେ ଏନଏସଜି କମାଣ୍ଡୋ

ଅପରେସନ ଇଗଲ କ୍ଲଜରେ ସାମିଲ ହୋଇଥିଲେ ଏନଏସଜିର ୯ ଜଣ ଅଫିସର, ୧୫ ଜଣ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଓ ୧୩୦ ଜଣ ରେଞ୍ଜର। ସେହିପରି ୩ ୟୁନିଟ୍ ଏସ୍ଓଜି, ୫ ୟୁନିଟ ଏସଟିୟୁ ଓ ରାଜ୍ୟ ପୋଲିସର ଯବାନ ସେମାନଙ୍କୁ ସହଯୋଗ କରିଥିଲେ। ଏଭଳି ମଡ୍ ଡ୍ରିଲ୍ ଦ୍ୱାରା ପୋଲିସ ଯବାନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ଶିଖିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story