ରାତି ଅଧରେ ପୋଖରୀକୁ ଖସି ପଡ଼ିଲା କାର୍‌

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଠାକୁରଡିହି ଛକ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସନ୍ତୋଷ ପଣ୍ଡା। ସେ ଭୁବନେଶ୍ୱରର ବିଦ୍ୟାଶ୍ରୀ ଇଲକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜର ଭାବେ କାମ କରୁଥିଲେ ବୋଲି ମିଳିଥିବା ଆଇକାର୍ଡରୁ ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କାର୍‌ଟି ପୋଖରୀ ଭିତରେ ଖସି […]

caraccident

caraccident

Tapaswini Nayak
  • Published: Saturday, 09 October 2021
  • Updated: 09 October 2021, 01:38 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଠାକୁରଡିହି ଛକ ନିକଟରେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼ ପୋଖରୀକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସନ୍ତୋଷ ପଣ୍ଡା। ସେ ଭୁବନେଶ୍ୱରର ବିଦ୍ୟାଶ୍ରୀ ଇଲକ୍ଟ୍ରୋନିକ୍ସ ପ୍ରାଇଭେଟ୍ ଲିମିଟେଡର ମ୍ୟାନେଜର ଭାବେ କାମ କରୁଥିଲେ ବୋଲି ମିଳିଥିବା ଆଇକାର୍ଡରୁ ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ କାର୍‌ଟି ପୋଖରୀ ଭିତରେ ଖସି ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ  ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାର୍‌ରୁ ସନ୍ତୋଷଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।  ଏହାସହ କାର ଭିତରରୁ ତାଙ୍କର ଆଇକାର୍ଡ ମିଳିଥିଲା।

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ସନ୍ତୋଷଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। କାର୍‌ ଭିତରେ ଏକା ସନ୍ତୋଷ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story