ଦିଲ୍ଲୀରେ ଓଡ଼ିଶା ନେତାଙ୍କ ମାନସ ମନ୍ଥନ: ୮ରେ ରାହୁଲଙ୍କୁ ଭେଟିବେ ବିଧାୟକ

ଭୁବନେଶ୍ୱର: କଂଗ୍ରେସ ସଙ୍ଗଠନ ମଜଭୁତ ପାଇଁ ହାଇକମାଣ୍ଡଙ୍କ ଚିନ୍ତା। ସଭାପତି ଓ ପ୍ରଭାରୀ ପରିବର୍ତ୍ତନ ସହ ସଙ୍ଗଠନରେ ଆମୂଳଚୁଳ ପରିବର୍ତ୍ତନ କରିବା ପାଇଁ ଦିଲ୍ଲୀରେ କସରତ କରିଛନ୍ତି ଉପସଭାପତି ରାହୁଲ ଗାନ୍ଧି। ଓଡିଶାର ୩ ନେତାଙ୍କୁ ଡାକି ଆଜି ପ୍ରାଥମିକ ଆଲୋଚନା କରିଛନ୍ତି। ରାହୁଲ ଆସନ୍ତା ୮ ତାରିଖରେ ପୁଣି ବିଧାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡାକି ମାନସ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଦିନ ସାଢ଼େ ୧୦ଟାରେ ରାହୁଲ ଗାନ୍ଧିଙ୍କ ବାସଭବନ […]

C--GMerVYAAYI7k

C--GMerVYAAYI7k

Rakesh Mallick
  • Published: Thursday, 04 May 2017
  • Updated: 04 May 2017, 09:03 PM IST

Sports

Latest News

ଭୁବନେଶ୍ୱର: କଂଗ୍ରେସ ସଙ୍ଗଠନ ମଜଭୁତ ପାଇଁ ହାଇକମାଣ୍ଡଙ୍କ ଚିନ୍ତା। ସଭାପତି ଓ ପ୍ରଭାରୀ ପରିବର୍ତ୍ତନ ସହ ସଙ୍ଗଠନରେ ଆମୂଳଚୁଳ ପରିବର୍ତ୍ତନ କରିବା ପାଇଁ ଦିଲ୍ଲୀରେ କସରତ କରିଛନ୍ତି ଉପସଭାପତି ରାହୁଲ ଗାନ୍ଧି। ଓଡିଶାର ୩ ନେତାଙ୍କୁ ଡାକି ଆଜି ପ୍ରାଥମିକ ଆଲୋଚନା କରିଛନ୍ତି। ରାହୁଲ ଆସନ୍ତା ୮ ତାରିଖରେ ପୁଣି ବିଧାୟକ ଓ ଅନ୍ୟ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡାକି ମାନସ ମନ୍ଥନ କରିବାର କାର୍ଯ୍ୟକ୍ରମ ରହିଛି।

ଆଜି ଦିନ ସାଢ଼େ ୧୦ଟାରେ ରାହୁଲ ଗାନ୍ଧିଙ୍କ ବାସଭବନ ୧୨ ତୁଗଲକ୍ ଲେନରେ ପହଞ୍ଚିଥିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସଂପାଦକ ଭକ୍ତଚରଣ ଦାସ ଓ ପୂର୍ବତନ ସାଂସଦ ପ୍ରଦୀପ ମାଝି। ଗୋଟିଏ ଗାଡ଼ିରେ ୩ ନେତା ରାହୁଲଙ୍କୁ ଭେଟିବାକୁ ଯାଇଥିଲେ। ପ୍ରାୟ ୪୫ ମିନିଟ ଧରି ଚାଲିଲା ରୁଦ୍ଧ ଦ୍ୱାର ଆଲୋଚନା। ପରେ ତିନି ନେତା ଗୋଟିଏ ଗାଡିରେ ବାହାରିଲେ। ତା’ପରେ ଏମାନେ ଏଆଇସିସି ଅଫିସରେ ରାଜ୍ୟ ପ୍ରଭାରୀ ବି.କେ. ହରିପ୍ରସାଦଙ୍କୁ ଭେଟିଲେ। ରାହୁଲଙ୍କ ସହ ଆଲୋଚନା ବେଳେ କେବଳ ରାଜ୍ୟ ସଙ୍ଗଠନ କଥା ଆଲୋଚନା ହେଲା ବୋଲି ନିରଜଂନ କହିଲେ। ତେବେ ୮ ତାରିଖରେ ପୁଣି ଏକ ବୈଠକ ଡାକିଛନ୍ତି ରାହୁଲ। ଯେଉଁଥିରେ ରାଜ୍ୟ କଂଗ୍ରେସ୍ ବିଧାୟକ ଓ  ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଯୋଗଦେବାର ସମ୍ଭାବନା ଅଛି।

ଅନ୍ୟପକ୍ଷରେ ପିସିସିର ମଙ୍ଗ ଧରିବା ନେଇ ଚର୍ଚ୍ଚାରେ ଥିବା ୩ ନେତା ରାହୁଲଙ୍କୁ ଭେଟିବା ପରେ ନିରଞ୍ଜନଙ୍କ ସପକ୍ଷରେ ପୁଣି ବାହାରିଛନ୍ତି କିଛି ବିଧାୟକ। ବିଫଳ ନେତାଙ୍କ ବଦଳରେ ନିରଞ୍ଜନଙ୍କ ପାଇଁ ଓକିଲାତି କରିଛନ୍ତି ବିଧାୟକ ଯୋଗେଶ ସିଂ।  ପଞ୍ଚାୟତ ନିର୍ବାଚନ ବିଫଳତା ପରେ ଟିମ୍ ପ୍ରସାଦ ଓ ଟିମ୍ ନିରଞ୍ଜନଙ୍କ ଭିତରେ ଦୂରତା ବଢିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story