ଧବଳେଶ୍ୱର ଝୁଲା ପୋଲକୁ ଛିଡ଼େଇ ଦେବ ପ୍ରଶାସନ, ଏବେ କ’ଣ ହେବ ?

  କଟକ: (ଓଡ଼ିଶା ରିପୋର୍ଟର): ସ୍ମୃତି ପାଲଟିବ ଧବଳେଶ୍ୱରର ଝୁଲାପୋଲ। ମାତ୍ର ୧୧ ବର୍ଷ ପରେ ଇତିହାସ ପାଲଟିବାକୁ ଯାଉଛି କଟକ ଧବଳେଶ୍ୱର ପୀଠକୁ ଯାଆସ ଲାଗି ନିର୍ମାଣ କରାଯାଇଥିବା ଝୁଲା ପୋଲ। କାରଣ ଏହି ଝୁଲାପୋଲ ବନ୍ଦ ହୋଇ ଶ୍ରଦ୍ଧାଳୁଙ୍କ  ଯାଆସ ଲାଗି  ସ୍ଥାୟୀ କଂକ୍ରିଟ୍ ବ୍ରିଜ୍ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଛି। ଡଙ୍ଗାରେ ବିପଦସଂକୁଳ ଯାତ୍ରା ଓ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ଏଡେଇବା ଲାଗି ଏହି ଝୁଲା ପୋଲର ପରିକଳ୍ପନା କରାଯାଇଥିଲା।  ତେବେ ୧୧ […]

p-111

p-111

Rakesh Mallick
  • Published: Monday, 11 December 2017
  • Updated: 11 December 2017, 10:05 PM IST

Sports

Latest News

କଟକ: (ଓଡ଼ିଶା ରିପୋର୍ଟର): ସ୍ମୃତି ପାଲଟିବ ଧବଳେଶ୍ୱରର ଝୁଲାପୋଲ। ମାତ୍ର ୧୧ ବର୍ଷ ପରେ ଇତିହାସ ପାଲଟିବାକୁ ଯାଉଛି କଟକ ଧବଳେଶ୍ୱର ପୀଠକୁ ଯାଆସ ଲାଗି ନିର୍ମାଣ କରାଯାଇଥିବା ଝୁଲା ପୋଲ। କାରଣ ଏହି ଝୁଲାପୋଲ ବନ୍ଦ ହୋଇ ଶ୍ରଦ୍ଧାଳୁଙ୍କ  ଯାଆସ ଲାଗି  ସ୍ଥାୟୀ କଂକ୍ରିଟ୍ ବ୍ରିଜ୍ ନିର୍ମାଣ ଲାଗି ନିଷ୍ପତ୍ତି ହୋଇଛି। ଡଙ୍ଗାରେ ବିପଦସଂକୁଳ ଯାତ୍ରା ଓ ବାରମ୍ବାର ଘଟୁଥିବା ଦୁର୍ଘଟଣାକୁ ଏଡେଇବା ଲାଗି ଏହି ଝୁଲା ପୋଲର ପରିକଳ୍ପନା କରାଯାଇଥିଲା।  ତେବେ ୧୧ ବର୍ଷ ପରେ ହଠାତ୍ ଏହା ନିକଟରେ ଆଉ ଏକ ସ୍ଥାୟୀ କଂକ୍ରିଟ୍ ବ୍ରିଜ୍ ତିଆରି କରିବାକୁ ନିଷ୍ପତ୍ତି  ନିଆଯାଇଛି । ଏଭଳି ନିଷ୍ପତ୍ତି ପଛରେ ଜିଲ୍ଲା ପ୍ରଶାସନର ଯୁକ୍ତି ହେଉଛି ଯେ, ସେତେବେଳେର ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦେଖି ପୋଲ ନିର୍ମାଣ ହୋଇଥିଲା।

ଏହା ଭିତରେ ଧବଳେଶ୍ୱର ପୀଠକୁ ଭକ୍ତଙ୍କ ସଂଖ୍ୟା ଯଥେଷ୍ଟ ବଢିଛି।  ପୋଲ ବି ପୁରୁଣା ହୋଇଛି । ଏମିତିବି ଏହା ଉପରେ ଏକସାଙ୍ଗରେ ମାତ୍ର ୬ ଶହ ଲୋକ ହିଁ ଯାଆସ କରିପାରିବେ।  ସେ ଦୃଷ୍ଟିରୁ ଭିଡ଼ ନିୟନ୍ତ୍ରଣ ଲାଗି ସ୍ଥାୟୀ ପୋଲ ଆବଶ୍ୟକ। ଝୁଲା ପୋଲକୁ ଲାଗି ସ୍ଥାୟୀ ବ୍ରିଜ୍ ନିର୍ମାଣ କରାଯିବା ପାଇଁ  ସର୍ଭେ ଓ ମାଟି ପରୀକ୍ଷା ସରିବା ସହ ୧୭ କୋଟିର ବ୍ୟୟ ବରାଦ ହୋଇଛି । ୨ ମାସ ଭିତରେ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।  ଅନ୍ୟପକ୍ଷରେ ପ୍ରଶାସନର ନିଷ୍ପତ୍ତିକୁ ଭକ୍ତ ସ୍ୱାଗତ କରିଛନ୍ତି। ଅନ୍ୟପକ୍ଷରେ ଧବଳେଶ୍ୱର ଝୁଲା ପୋଲ ଦେଶର ଦୀର୍ଘତମ । ତେବେ ହଠାତ୍ ଏହାକୁ ବନ୍ଦ କରିଦେବା ଲାଗି ପ୍ରଶାସନ କାହିଁକି ନିଷ୍ପତ୍ତି ନେଲା ତାହା ସ୍ପଷ୍ଟ ହୋଇନି । ବାସ୍ତବରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ମାତ୍ରାଧିକ ହୋଇଥିବାରୁ ଏହାର ଉପଯୋଗିତା କମିଛି ନା ପୋଲ ନିର୍ଦ୍ଧାରିତ ସମୟ ଆଗରୁ ଦୁର୍ବଳ ହୋଇଯାଇଛି  ତାକୁ ନେଇ ପ୍ରଶ୍ନ ଉଠିଛି।

https://youtu.be/oQTsKiOTHeE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story